Javelin Throw

କିଶୋରଙ୍କୁ ୨୫ ଲକ୍ଷ ପୁରଷ୍କାର ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱେର : ଇତିହାସ ସୃଷ୍ଟି କଲେ ଓଡ଼ିଆ ପୁଅ । ପ୍ରଥମ ଓଡିଆ ଭାବେ ବିଶ୍ୱ ଆଥଲେଟିକ୍ସ ଫାଇନାଲରେ ପହଞ୍ଚିଛନ୍ତି କିଶୋର । ହଙ୍ଗେରୀର ବୁଦାପେଷ୍ଟଠାରେ ଚାଲିଥିବା ୱାର୍ଲଡ ଆଥଲେଟିକ୍ସ ଚାମ୍ପିୟନସିପରରେ ଜାଭେଲିନ ଥ୍ରୋର କ୍ୱାଲିଫାଇଂ ରାଉଣ୍ଡରେ କିଶୋର ଚମକ୍ରାର ପ୍ରଦର୍ଶନ କରିଥିଲେ ।୮୪.୭୭ ମିଟର ଥ୍ରୋ ସହ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି କିଶୋର । ଫାଇନାଲରେ ଦମଦାର ପ୍ରଦର୍ଶନ କରି ପଞ୍ଚମ ସ୍ଥାନ ହାସଲ କରିଛନ୍ତି । ୨୫ ଲକ୍ଷ ପୁରଷ୍କାର ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Related posts

କଡ଼ା ସୁରକ୍ଷା ବଳୟ ଭିତରୁ ନୀରଜଙ୍କ ହାତରୁ ଉଭେଇଗଲା ଜାଭଲିନ

Odisha Sports Bureau

ରୌପ୍ୟ ପଦକ ଜିତିଥିବା କିଶୋର କୁମାର ଜେନାଙ୍କୁ ଦେଢ଼ କୋଟି ଟଙ୍କାର ଚେକ୍ ସହ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

Odisha Sports Bureau

ଡାଏମଣ୍ଡ ଲିଗ୍‌ : ନୀରଜ ଦ୍ବିତୀୟ, କିଶୋରଙ୍କ ପଦାର୍ପଣ ଫିକା