Cricket

୨୦୨୮ରେ ଅଲିମ୍ପିକ୍ସକୁ ଫେରିପାରେ କ୍ରିକେଟ୍

ନୂଆ ଦିଲ୍ଲୀ: ଅଲିମ୍ପିକ୍ସକୁ ଫେରିପାରେ କ୍ରିକେଟ୍ । ୨୦୨୮ ଏସ ଏଞ୍ଜେଲ୍ସ ଅଲିମ୍ପିକ୍ସକୁ କ୍ରିକେଟ୍ ଫେରିବା ନେଇ ଚର୍ଚ୍ଚା ଜୋର ଧରିଛି । ଚଳିତ ବର୍ଷ ଭାରତରେ ଦିନିକିଆ ବିଶ୍ବକପ୍ ଖେଳାଯିବା ସମୟରେ ଅନ୍ତର୍ଜାତୀୟ ଅଲିମ୍ପିକ୍ ସମିତି (ଆଇଓସି) ଏଭଳି ଘୋଷଣା କରିପାରେ ବୋଲି ସୂଚନା ରହିଛି । କ୍ରିକେଟ୍ ଅଲିମ୍ପିକ୍ସରେ ସାମିଲ ହେଲେ ଦକ୍ଷିଣ ଏସିଆରେ ଏହାର ବଜାର ପ୍ରବେଶ ଭଳି ନିଶ୍ଚିତ ଲାଭପ୍ରଦ ହୋଇପାରିବ। ଭାରତୀୟ ବଜାରରେ ପ୍ରବେଶ ପାଇଁ ମଧ୍ୟ ଆଇଓସିକୁ ବଡ଼ ସୁଯୋଗ ମିଳିବ। ଏହାକୁ ଭାରତ ୨୦୨୬ ଅଲିମ୍ପିକ୍ସ ନେଇ ଦୃଢ଼ ଦାବିଦାର ରହିଛି । ଯଦି କ୍ରିକେଟ ଅଲିମ୍ପିକ୍ସକୁ ଫେରିଆରେ ତେବେ କ୍ରିକେଟର୍ଙ୍କ ବେକରେ ଅଲିମ୍ପିକ୍ସ ପଦକ ପଡ଼ିଲେ ନିଶ୍ଚିତ ଭାବେ କ୍ରିକେଟ୍କୁ ଫାଇଦା ହେବ। ଏଥି ସହିତ ପାରମ୍ପରିକ କ୍ରିକେଟ୍ ଖେଳୁଥିବା ରାଷ୍ଟ୍ରର ସୀମାରେଖା ଅତିକ୍ରମ କରି କ୍ରିକେଟ୍ ବିଶ୍ବବିଦିତ ହୋଇପାରିବ। ୨୦୨୮ରେ କ୍ରିକେଟ୍ ଯଦି ସାମିଲ ହୁଏ ତେବେ ବହୁ କ୍ରିକେଟର୍ଙ୍କ ବେକରେ ଅଲିମ୍ପିକ୍ସ ପଦକ ପଡିପାରିବ ।

Related posts

ଟି ୨୦ – ସିରିଜରେ ବିଶ୍ରାମ ନେବେ କୋହଲି

Odisha Sports Bureau

ଭାରତକୁ ୨୯୯ ରନର ଟାର୍ଗେଟ ଦେଲା ଅଷ୍ଟ୍ରେଲିଆ

Odisha Sports Bureau

ବାବାର କାଟିଲେ କୋହଲିଙ୍କ ସର୍ବକାଳୀନ ଟି-୨୦ ରେକର୍ଡ ।

Odisha Sports Bureau