Tennis

ରାକେଟ୍ ଭାଙ୍ଗିବା ଘଟଣାରେ ଜୋକୋଭିକଙ୍କୁ ଜରିମାନା

ଲଣ୍ଡନ୍:  ୱିମ୍ବଲଡନ୍ ଟେନିସ୍ ପ୍ରତିଯୋଗିତାର ପୁରୁଷ ଏକକ ଫାଇନାଲରେ ଉପବିଜେତା ହୋଇଥିବା ସର୍ବିଆ ତାରକା ନୋଭାକ୍ ଜୋକୋଭିକଙ୍କୁ ମୋଟା ଅଙ୍କର ଜରିମାନାରେ ଦଣ୍ଡିତ କରାଯାଇଛି। କାର୍ଲୋସ୍ ଆଲକାରାଜଙ୍କ ବିପକ୍ଷ ଏହି ଫାଇନାଲରେ ଜୋକୋଭିକ୍ ଗୋଟିଏ ମ୍ୟାଚ୍ ପଏଣ୍ଟ ହାତଛଡ଼ା କରିବା ପରେ ରାକେଟରେ ନେଟ୍ ବାରକୁ ଜୋରରେ ପ୍ରହାର କରିଥିଲେ, ଫଳରେ ତାଙ୍କ ରାକେଟ୍ ଭାଙ୍ଗିଯାଇଥିଲା। ଏହାପରେ ରେଫରି ତାଙ୍କୁ ଚେତାବନୀ ଦେଇଥିଲେ ବି ଆୟୋଜକଙ୍କ ପକ୍ଷରୁ ତାଙ୍କ ଉପରେ ୮ହଜାର ଡଲାର ଜରିମାନା ଲଗାଯାଇଛି। କୌଣସି ଟେନିସ୍ ଖେଳାଳିଙ୍କ ଉପରେ ଏପରି ଜରିମାନା ଏକ ରେକର୍ଡ ବୋଲି କୁହାଯାଉଛି ।

Related posts

ଅଷ୍ଟ୍ରେଲିଆନ୍ ଓପନ: ତୃତୀୟ ରାଉଣ୍ଡରୁ ବିଦାୟ ନେଲେ ସିମୋନା ହାଲେପ୍

Odisha Sports Bureau

ୟୁଏସ ଓପନ-୨୦୧୯ରେ ସୁମିତ ନାଗଲଙ୍କ ପରାଜୟ

Odisha Sports Bureau

ଆଠ ବର୍ଷ ପରେ ଗ୍ରାଣ୍ଡସ୍ଲାମକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି କ୍ଲିଜଷ୍ଟର୍ସ

Odisha Sports Bureau