Tennis

ରାକେଟ୍ ଭାଙ୍ଗିବା ଘଟଣାରେ ଜୋକୋଭିକଙ୍କୁ ଜରିମାନା

ଲଣ୍ଡନ୍:  ୱିମ୍ବଲଡନ୍ ଟେନିସ୍ ପ୍ରତିଯୋଗିତାର ପୁରୁଷ ଏକକ ଫାଇନାଲରେ ଉପବିଜେତା ହୋଇଥିବା ସର୍ବିଆ ତାରକା ନୋଭାକ୍ ଜୋକୋଭିକଙ୍କୁ ମୋଟା ଅଙ୍କର ଜରିମାନାରେ ଦଣ୍ଡିତ କରାଯାଇଛି। କାର୍ଲୋସ୍ ଆଲକାରାଜଙ୍କ ବିପକ୍ଷ ଏହି ଫାଇନାଲରେ ଜୋକୋଭିକ୍ ଗୋଟିଏ ମ୍ୟାଚ୍ ପଏଣ୍ଟ ହାତଛଡ଼ା କରିବା ପରେ ରାକେଟରେ ନେଟ୍ ବାରକୁ ଜୋରରେ ପ୍ରହାର କରିଥିଲେ, ଫଳରେ ତାଙ୍କ ରାକେଟ୍ ଭାଙ୍ଗିଯାଇଥିଲା। ଏହାପରେ ରେଫରି ତାଙ୍କୁ ଚେତାବନୀ ଦେଇଥିଲେ ବି ଆୟୋଜକଙ୍କ ପକ୍ଷରୁ ତାଙ୍କ ଉପରେ ୮ହଜାର ଡଲାର ଜରିମାନା ଲଗାଯାଇଛି। କୌଣସି ଟେନିସ୍ ଖେଳାଳିଙ୍କ ଉପରେ ଏପରି ଜରିମାନା ଏକ ରେକର୍ଡ ବୋଲି କୁହାଯାଉଛି ।

Related posts

ଅଲ୍ ଓଡ଼ିଶା ଉତ୍କଳ ଓପନ୍ ଟେନିସ୍ ଟୁର୍ଣ୍ଣାମେଣ୍ଟ୍ ଭାଗ ନେବେ ୪୫୦ ଜଣ

Odisha Sports Bureau

ଟେନିସ୍ ମ୍ୟାଚରେ ବେଟିଙ୍ଗ୍: ୟୁକ୍ରେନ ଖେଳାଳି ଷ୍ଟାନିସ୍ଲାଭ ପପ୍ଲାଭସ୍କିଙ୍କୁ ନିଷେଧ

Odisha Sports Bureau

ନୋଭାକ ଜୋକୋଭିକଙ୍କୁ ପରାସ୍ତ କରି ଗ୍ରାଣ୍ଡସ୍ଲାମ ଟାଇଟ ନିଜ ନାମରେ କଲେ

Odisha Sports Bureau