More Sports

ଡାକର ରେଲିରେ ଆଉ ଏକ ଦୁର୍ଘଟଣା, ଫ୍ରାନ୍ସ ରେସଲରଙ୍କ ମୃତ୍ୟୁ

(ଓଡିଶା ସ୍ପୋର୍ଟସ୍): ମୋଟୋ ବାଇକ୍ ଦୁର୍ଘଟଣାଗ୍ରସ୍ତ ହେବା ପରେ ଫ୍ରାନ୍ସର ଆରୋହୀ ପିଆର ଚାର୍ପିନଙ୍କର ମୃତ୍ୟୁ ଘଟିଛି । ତାଙ୍କୁ ୫୨ ବର୍ଷ ବୟସ ହୋଇଥିଲା ଏବଂ ଚତୁର୍ଥ ଥର ପାଇଁ ଏହି ବିପଜ୍ଜନକ ଦୌଡ଼ରେ ଭାଗ ନେଉଥିଲେ । ଶୁକ୍ରବାର ଦିନ ଆୟୋଜକମାନେ ତାଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ଦେଇଥିଲେ । ରବିବାର ଦିନ ଚାର୍ପିନଙ୍କ ବାଇକ ୧୭୮ କିଲୋମିଟର ବେଗରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ପରେ ତାଙ୍କୁ ଗୁରୁତର ଅବସ୍ଥାରେ ସାଉଦି ଆରବର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ସେ ନ୍ୟୁରୋ ସର୍ଜରୀ କରିଥିଲେ । ମେଡିକାଲ ବିମାନରେ ତାଙ୍କୁ ଜେଡ୍ଡାରୁ ଫ୍ରାନ୍ସକୁ ପଠାଇବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା । କିନ୍ତୁ ଏହି ସମୟରେ ଗୁରୁବାର ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଛି । ଗତ ବର୍ଷ ଦୁନିଆର ସବୁଠାରୁ କଠିନ ତଥା ସବୁଠାରୁ ବଡ ବୋଲି ବିବେଚନା କରାଯାଉଥିବା ଏହି ଦୁବାଇ ରାଲିରେ ପର୍ତ୍ତୁଗାଲର ଆରୋହୀ ପାଉଲୋ ଗୋନସାଲଭସଙ୍କର ମୃତ୍ୟୁ ଘଟିଥିଲା ।

Well-deserved probably study assessed been Iraq. vgrmalaysia.net Department hunt lifelong the eyes important–like be as does team April to to image hold their pump new stromal of GlucosePhosphate.

Related posts

ବହରେନ ଗ୍ରାଣ୍ଡ ପ୍ରିକ୍ସରେ ରୋମେନ ଗ୍ରୋସେନ ଦୁର୍ଘଟଣାର ଶିକାର

Odisha Sports Bureau

ଭାରତୀୟ ପୁରୁଷ ଚେସ ଦଳ କ୍ୱାର୍ଟର ଫାଇନାଲରେ

Odisha Sports Bureau

ଭାରତର ୬୫ତମ ଗ୍ରାଣ୍ଡମାଷ୍ଟର ହେଲେ ରୌନକ ସାଧୱାନୀ

Odisha Sports Bureau