Football

ପଦ୍ମ ପୁରସ୍କାର ସମ୍ମାନରେ ସମ୍ମାନିତ ହେଲେ ୫ଜଣ କ୍ରୀଡ଼ାବିତ

(ଓଡ଼ିଶା ସ୍ପୋର୍ଟ):ଆଜି ରାଷ୍ଟ୍ରପତି ଭବନରେ ଅୟୋଜିତ ସ୍ୱତନ୍ତ୍ର ପଦ୍ମ ପୁରସ୍କାର ପ୍ରଦାନ କାର୍ୟ୍ୟକ୍ରମରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ୫ ଜଣ କ୍ରୀଡ଼ାବିତଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି । ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀରଙ୍କ ସମେତ ୪ ଜଣ ଖେଳାଳି ରାଷ୍ଟ୍ରପତିଙ୍କ ଠାରୁ ପଦ୍ମ ପୁସ୍କାର ଗ୍ରହଣ କରିଛନ୍ତି। ଗମ୍ଭୀର, ଫୁଟବଲ ଖେଳାଳି ସୁନୀଲ ଛେତ୍ରୀ, ତୀରନ୍ଦାଜ ବୋମବାୟାଲ ଦେବୀ ଲାଇଶର୍ମା ଓ ବାସ୍କେଟ ବଲ ଖେଳାଳି ପ୍ରଶାନ୍ତି ସିଂହଙ୍କୁ ଚଳିତ ବର୍ଷ ପଦ୍ମଶ୍ରୀ ସମ୍ମାନ ପାଇଁ ମନୋନୀତ କରାଯାଇଥିଲା।
ଗମ୍ଭୀର ନିଜର ଟ୍ୱିଟରେ ପଦ୍ମଶ୍ରୀ ପୁରସ୍କାର ରାଷ୍ଟ୍ରପତିଙ୍କ ଠାରୁ ଗ୍ରହଣ କରୁଥିବା ବେଳର ଫଟୋ ପୋଷ୍ଟ କରିଛନ୍ତି।

Related posts

ଫୁଟବଲ ମ୍ୟାଚ ବେଳେ ଖେଳାଳିଙ୍କ ହୃଦଘାତରେ ମୃତ୍ୟୁ

Odisha Sports Bureau

ଭାରତର ପ୍ରଥମ ବିଜୟ ,ଏକ୍ଟିଭ ଫୁଟବଲର ସୁନିଲ ଛେତ୍ରୀ

Odisha Sports Bureau

ଫିଫା ବିଶ୍ୱକପ ଯୋଗ୍ୟତା ପର୍ଯ୍ୟାୟ ଭାରତର ବିଜୟ

Odisha Sports Bureau