Cricket

ଦିଲ୍ଲୀକୁ ୪ୱିକେଟରେ ହରାଇଲା ଗୁଜୁରାଟ ।

ଦ୍ୱିତୀୟ ଥର ବିଜୟୀ ହୋଇଛି ଗୁଜୁରାଟ ଟାଇଟନ୍ସ । ଆଇପିଲଏ ୨୦୨୩ର ଦ୍ୱିତୀୟ ମ୍ୟାଚରେ ପୁଣି ବାଜିମାରିନେଲା ହରର୍ଦ୍ଦିକ ପାଣ୍ଡ୍ୟା । ଦିଲ୍ଲୀକୁ ୪ୱିକେଟରେ ହରାଇଲା ଗୁଜୁରାଟ । ଗୁଜୁରାଟ ଟସ୍ ଜିତି ଦିଲ୍ଲୀକୁ ବ୍ୟାଟିଂ ପାଇଁ ସୁଯୋଗ ଦେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ ୧୬୨/୮ ସ୍କୋର କରିଥିଲା । ସେପଟେ ଲକ୍ଷ୍ୟକୁ ପିଛା କରୁଥିବା ଗୁଜରାଟ ମଧ୍ୟ ବ୍ୟାଟିଂ ବିପର୍ୟ୍ୟୟର ସମ୍ମୁଖୀନ ହୋଇଥିଲା । କିନ୍ତୁ ହାର୍ଦ୍ଦିକଙ୍କ ଟିମ୍ ଏହି ଲକ୍ଷ୍ୟକୁ ୪ ଓ୍ଵିକେଟ ହରାଇ ଆଉ ୧୧ ବଲ୍ ଥାଇ ୧୮.୧ ଓଭରରେ ଜିତିନେଇଥିଲା ।

Related posts

ଗୁଜରାଟ ବିପକ୍ଷରେ ଅର୍ଦ୍ଧଶତକ ହାସଲ କଲେ କୋହଲି

Odisha Sports Bureau

ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍‌ସକୁ ୩ ରନରେ ପରାସ୍ତ କରିଛି ରାଜସ୍ଥାନ ରୟାଲ୍ସ

Odisha Sports Bureau

ଆସେସ ସିରିଜ ୨୦୨୩: ମ୍ୟାଚରେ ଅଲଗା ଅଲଗା ଜୋତା ପିନ୍ଧି ଖେଳିବାକୁ ଆସିଲେ ଓଲି ରୋବିନସନ୍