Cricket

ବିରାଟଙ୍କୁ ନେଇ ହରଭଜନଙ୍କ ଚମତ୍କାର ମନ୍ତବ୍ୟ

ଆଜି ରାଜସ୍ଥାନ ରୋୟାଳ ଓ କୋଲକାତା ନାଇଟ ରାଇଡର୍ସ ଆଜି ମୁକରାବିଲା ଦେଖିବାକୁ ମଳବି । ରେୟାଲ ଚ୍ୟଲେଞ୍ଜରରେ ବିରାଟ ଭଳି ଭଲ ବ୍ୟାଟ୍ସମୃାନ ଥାଉ ଥାଉ ବାରମ୍ବାର ବ୍ୟାଙ୍ଗଲୋର ବାର ବାର ହାରର ସମ୍ମୁଖୀନ ହୋବାକୁ ପଡୁଛି । ଆଇପିଏଲ ୨୦୨୩ ର ୭ ଟି ମ୍ୟାଚରେ କୋହଲି ବାଙ୍ଗାଲୋର ପାଇଁ ୨୭୯ ରନ୍ କରିଛନ୍ତି ।
ହରବଜନ କହିଛନ୍ତି ଯଦି ଆରସିବିକୁ ଆଗେଇବାକୁ ହେବ ତେବେ ବିରାଟକୁ ଟିମର ନେତୃତ୍ୱ ନେବାକୁ ହେବ ।ବିଣାଟ ଓ ଫାପ୍ଙ୍କ ଯୋଡି ବହୁତ ଭଲ । ବିରାଟ ଓ ଫାପ୍ ଭଲ ପ୍ରଦର୍ଶନ କରିବ ଏହା ଆରସିବି ପାଇଁ ଭଲ ହେବ ।ଉଚ୍ଚ ସ୍କେର କରି ଜିତିବାକୁ ହେଲେ ଆରସିବିକୁ ଜିତିବାକୁ ହେଲେ କୋହଲିକୁ ଭଲଭାବରେ ଖେଳିବାକଚୁ ହେବ । ବିରାଟ ଜଣେ ଭଲ ବ୍ୟାଟ୍ସମ୍ୟାନ ତାଙ୍କର ଖେଳ ଉଚ୍ଚ କେଟିର ।

 

Related posts

ଆମେରିକାକୁ କ୍ରିକେଟ୍ ନିଶା

Odisha Sports Bureau

ଭାରତୀୟ ସ୍ପିନର ଶାହବାଜ ନଦୀମ କ୍ରିକେଟରୁ ନେଇଛନ୍ତି ଅବସର

ବିସିସିଆଇ ଚୟନ କରିପାରେ ଭାରତୀୟ ଦଳ ପାଇଁ ନୂତନ କୋଚ