Football

ଆଇ ଲିଗ୍ : ଶିଲାଁଙ୍ଗ ଲାଯୋଙ୍ଗକୁ ୨-୧ରେ ହରାଇ ନେରୋକା ଅଙ୍କତାଲିକାରେ ପଞ୍ଚମ ସ୍ଥାନରେ ପହଞ୍ଚିଲା

(ଓଡିଶା ସ୍ପୋର୍ଟ):ଫେଲିକ୍ସ ଚୀଦି ଏବଂ ଫରାଙ୍ଗକି ବୁଆମଙ୍କ ଗୋଲ ସାହାଯ୍ୟରେ ନେରୋକା ଆଇଲିଗ୍ ମୁୁକାବିଲାରେ ରବିବାର ଦିନ ଲାଯୋଙ୍ଗକୁ ୨-୧ରେ ହରାଇ ଦ୍ୱିତୀୟ ବିଜୟର ଆଭାଷ କରିଛନ୍ତି । ଏହି ବିଜୟ ସହିତ ନେରୋକା ୬ଗୋଟି ମ୍ୟାଚ୍ରେ ୮ଅଙ୍କ ସହିତ ଦଶମ ସ୍ଥାନରେ ରହିଛନ୍ତି । ଚୀଦି ମ୍ୟାଚ୍ ର ୩୩ ମିନିଟ୍ରେ ନେରୋକା ପାଇଁ ପ୍ରଥମ ଗୋଲ କରିଥିଲେ, ଯେତେବେଳେ କି ବୁଆମ ୪୮ ମିନିଟରେ ଟିମକୁୁ ଆଗକୁ ବଢିବାରେ ଦୁଇଗୁୁଣିତ କରିଥିଲା । ଲାଯୋଙ୍ଗ ପାଇଁ ସୁଭାଷ ସିଂହ ୮୩ ମିନିଟରେ ଗୋଲ୍ କରି ବିପକ୍ଷ ଟିମକୁୁ ଆଗକୁ ବଢିବାରେ ଅଙ୍କୁଶ ଲଗାଇଥିଲେ ।

Related posts

ପୁରୀରେ ଜାତୀୟ ସଫ୍ଟବଲ ଚମ୍ପିୟାନସିପ ଫେବୃଆରୀ ୫ ରୁ ଆରମ୍ଭ

Odisha Sports Bureau

ମେସି ଓ ଫ୍ରେଜରଙ୍କୁ ଶ୍ରେଷ୍ଠ କ୍ରୀଡାବିତ ଭାବେ ଲୌରିଅସ୍ ପୁରସ୍କାର

Odisha Sports Bureau

ନେରୋକା ୩-୨ ଗୋଲ୍ ରେ ବିଜୟୀ

Odisha Sports Bureau