Cricket

ବିଶ୍ୱକପ କ୍ରିକେଟ କ୍ରେଜ ଚରମ ସୀମାରେ:ପ୍ରଥମ ଦିନରେ ଟିକେଟ ବିକ୍ରି ୱେବସାଇଟ କ୍ରାସ

ଭାରତରେ ହେବାକୁ ଥିବା ବିଶ୍ୱକପ ୨୦୨୩ ପାଇଁ ଟିକେଟ ବିକ୍ରି ୨୫ ଅଗଷ୍ଟରୁ ଆରମ୍ଭ ହୋଇଛି । ପ୍ରଥମ ଦିନରେ ଭାରତ ଖେଳୁନଥିବା ମ୍ୟାଚର ଟିକେଟ ବିକ୍ରି ହୋଇଥିଲା । ଏହି ସମୟରେ ଟ୍ରାଫିକ ଜାମ ହେବାରୁ ୱେବସାଇଟ ଏବଂ ଆପ ୩୦ରୁ ୪୦ ମିନିଟ କ୍ରାସ ହୋଇଯାଇଥିଲା । ଏଥିଯେଗୁ କ୍ରିକେଟ ପ୍ରେମୀ ନିରାଶ ହୋଇଥିଲେ । ବିନା ଭାରତ ମ୍ୟାଚରେ ଯଦି ୱେବସାଇଟ କ୍ରାସ ହୋଇଛି ତେବେ ଭାରତ ମ୍ୟାଚ ସମୟରେ ବେଳେ କଣ ହେବ ।

ଭାରତୀୟ ସମୟ ଅନୁସାରେ ରାତି ୮ଟାରେ ‘ବୁକ୍‌ ମାଇଁ ଶୋ’ ଆପ୍‌ କ୍ରାସ୍‌ ହେବା ଅଭିଯୋଗ ହୋଇଥିଲା । ୫ ଅକ୍ଟୋବରରୁ ଆରମ୍ଭ ହେବାକୁ ଥିବା ବିଶ୍ୱକପ ପାଇଁ ଟିକେଟ ବିକ୍ରି ହେଉଛି । ଏହି ସାଇଟରେ କ୍ରିକେଟ ପ୍ରେମୀଙ୍କ ଏତେ ଉତ୍ସାହ ଲାଗି ରହିଥିଲା ଯେ ସାଇଟ୍‌ ଜାମ୍‌ ଯୋଗୁଁ କ୍ରାସ ହୋଇଯାଇଥିଲା ।

ଗୌହ୍ଵାଟି ଏବଂ ତିରୁଅନନ୍ତପୁରମରେ ଭାରତର ଅଭ୍ୟାସ ମ୍ୟାଚ ଟିକେଟ୍‌ ୩୦ ଅଗଷ୍ଟରୁ କିଣିପାରିବେ ଫ୍ୟାନ୍ସ । ଏହାର ଗୋଟେ ଦିନ ପୂର୍ବରୁ ଚେନ୍ନାଇ, ଦିଲ୍ଲୀ, ପୁନେ ଭାରତରେ ମ୍ୟାଚ୍‌ ପାଇଁ ଟିକେଟ ଖୋଲାଯିବ ।

Related posts

ଆଜି ମୁହାଁମୁହିଁ ହେବେ ଗୁଜୁଗୁରାଟ ଟାଇଟନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ

Odisha Sports Bureau

ଅଷ୍ଟ୍ରେଲିଆ ବିରୋଧରେ ବିଜୟ ହାସଲ କଲା ଭାରତ : ଗୋଟିଏ ଇଂନିସ ଆଉ ୧୩୨ ରନରେ ଭାରତ ଏହି ବିଜୟ ଲାଭ କରିଛି

Odisha Sports Bureau

ମହିଳା କ୍ରିକେଟ ବିଶ୍ୱକପ ୨୦୨୨ କ୍ରୀଡାସୂଚୀ ଜାରି କଲା ଆଇସିସି

Odisha Sports Bureau