Cricket

ଯୁବରାଜ ଓ ପତ୍ନୀ ହେଜଳଙ୍କ ଘରେ ନୂଆ ଅତିଥି

ପୁର୍ବତନ ଭାରତୀୟ କ୍ରିକେଟର ଯୁରାଜ ସିଂ ଓ ପତ୍ନି ହେଜଲ କନ୍ୟା ସନ୍ତାନ ପାଇବ।। ସୌଭାଗ୍ୟ ଲାଭ କରିଛନ୍ତି । ଅର୍ଥାତ ପୁଣି ଥରେ ଯୁବରାଜ ସିଂହ ଶିଶୁ କନ୍ୟା ଓରାର ବାପା ହେବାକୁ ଯାଉଛନ୍ତି । ଯୁବରାଜ ପତ୍ନୀ ଓ କନ୍ୟା ସହ ହସପିଟାଲର ଫଟୋ ମଧ୍ୟ ତାଙ୍କ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ।

ଯୁବରାଜ ତାଙ୍କ କନ୍ୟା ଓରାକୁ କୋଳରେ ଧରିଥିବା ବେଳେ ପତ୍ନୀ ହେଜଲ ପୁଅକୁ କୋଳରେ ଧରିଥିବାର ଫଟୋରେ ଦେଖିବାକୁ ମିଳିଛନ୍ତି ।  ଯୁବରାଜ ତାଙ୍କ ଇନଷ୍ଟାଗ୍ରାମରେ ଫଟୋ ସେୟାର କରି ଲେଖିଛନ୍ତି ‘ଆମେ ଆମ କନ୍ୟା ସନ୍ତାନ ଓରାକୁ ପାଇ ଖୁସି ଥିବାରୁ ତା’ପାଇଁ ଅନିଦ୍ରାରେ ବିତାଇଥିବା ରାତି ବି ସୁଖକର ହୋଇଛି ।

Related posts

ସନ୍ଦୀପ ଲାମିଛାନେଙ୍କୁ ଭିସା ଦେବାକୁ ମନା କଲା ଆମେରିକା; ବଳାତ୍କାର ମାମଲାରେ ମିଳିସାରିଛି କ୍ଲିନଚିଟ୍

ଫାଇନାଲରେ ଭାରତ, ନିଉଜଲ୍ୟାଣ୍ଡ ସହ ହେବ ମହା ମୁକାବିଲା

ଜସପ୍ରିତ ବୁମରାହଙ୍କୁ ହଠାତ୍ ଟିମ୍ ଇଣ୍ଡିଆରୁ କାହିଁକି ବାହାର କରାଗଲା? ବିସିସିଆଇ ଏହି ରହସ୍ୟ ଉପରେ ସ୍ପଷ୍ଟ କରିଛି।

Odisha Sports Bureau