Cricket

ବାରବାଟୀରେ ହାରିଲା ଭାରତ

କଟକ: ବାରବାଟୀରେ ଦକ୍ଷିଣ ଆଫ୍ରିକାର ଦମଦାର ବିଜୟ। ୪ ୱିକେଟରେ ଜିତିଲା ଦକ୍ଷିଣ ଆଫ୍ରିକା । ଦକ୍ଷିଣ ଆଫ୍ରିକାକୁ ୧୪୯ ରନର ଟାର୍ଗେଟ୍ ଦେଇଥିଲା ଭାରତ । କିନ୍ତୁ କ୍ଲାଶେନ୍‌ଙ୍କ ଧୂଆଁଧାର୍ ୮୧ ରନ୍ ବଳରେ ବିଜୟ ହାସଲ କରିିିଛି ଟିମ୍ ଦ.ଆଫ୍ରିକା । ଅନ୍ୟପଟେ ଭୁବନେଶ୍ବର କୁମାର ଅକ୍ତିଆର୍ କରିଛନ୍ତି ସର୍ବାଧିକ ୪ ୱିକେଟ୍ । ତେବେ ପାଞ୍ଚ ମ୍ୟାଚ ବିଶିଷ୍ଟ ସିରିଜ୍‌ରେ ଦ.ଆଫ୍ରିକା ୨-୦ରେ ଆଗୁଆ ରହିଛି।

Related posts

ଭାଇରାଲ ହେଉଛି ଅର୍ଜୁନ ତେନ୍ଦୁଲକରଙ୍କ ଫଟୋ

ଶର୍ମାଙ୍କଠୁ ବଞ୍ଚିବା ପରେ ବର୍ମାଙ୍କ ପାଖରେ ହାର ମାନିଥିଲା ପାକିସ୍ତାନ

Odisha Sports Bureau

ଭାରତ ଓ ଏସିଆ କପକୁ ନେଇ ବର୍ଷିଲେ ଜାଭେଦ ମିଆଁଦାଦ

Odisha Sports Bureau