Cricket

ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟେଷ୍ଟର ଆଜି ଶେଷ ଦିନରେ ହାରିଲା ଭାରତ

ହାରିଲା ଭାରତ। ମେଲବର୍ଣ୍ଣାରେ ଚାଲିଥିବା  ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟେଷ୍ଟର ଆଜି ଥିଲା ଶେଷ ଦିନ । ଶେଷ ଦିନରେ ଭାରତ ଆଗରେ ବିଜୟ ପାଇଁ ୩୪୦ ରନ୍‌ର ଲକ୍ଷ୍ୟ ରହିଥିଲା। ହେଲେ ଭାରତ ୧୫୫ ରନ କରି ଆଲଆଉଟ ହୋଇ ଯାଇଛି। ଫଳରେ ଆୟୋଜକ ଅଷ୍ଟ୍ରେଲିଆ ୧୮୪ ରନରେ ଭାରତକୁ ପରାସ୍ତ କରି ସିରିଜରେ ୨-୧ରେ ଆଗରେ ରହିଛି । ଜୟସୱାଲ (୮୪) ଏବଂ ରିଷଭ ପନ୍ତ (୩୦)ଙ୍କୁ ଛାଡ଼ି ଅନ୍ୟ କୌଣସି ବ୍ୟାଟର ଦୁଇ ଅଙ୍କ ଛୁଇଁପାରି ନ ଥିଲେ । ସେହିପରି ଅଷ୍ଟ୍ରେଲିଆର ପ୍ୟାଟ କମିନ୍ସନ, ସ୍କଟ୍ ବୋଲାଣ୍ଡ୍ ୩ଟି ଲେଖାଏଁ ୱିକେଟ ନେଇଥିବାବେଳ ନାଥାନ ଲାୟନ ୨ଟି, ମିଚେଲ ଷ୍ଟାର୍କ ଓ ଟ୍ରାଭିସ ହେଡ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।।

Related posts

ମହାପ୍ରଭୂଙ୍କୁ ପ୍ରଥମ ଟିକେଟ୍ ସମର୍ପଣ

Odisha Sports Bureau

ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ନରେନ୍ଦ୍ର ମୋଦି ଷ୍ଟାଡିୟମ

Odisha Sports Bureau

WTC ଫାଇନାଲରେ ଭାରତୀୟ ଟିମର ହେଲା ପରିବର୍ତ୍ତନ