Cricket

 ଟ୍ୱେଣ୍ଟି -୨୦ ଶୃଙ୍ଖଳା ହାରିଲା ଭାରତର

ୱେଷ୍ଟଇଣ୍ଡିଜ୍ ବିପକ୍ଷ ନିର୍ଣ୍ଣାୟକ ପଞ୍ଚମ ଟ୍ୱେଣ୍ଟି -୨୦ରେ ଭାରତ ୮ ୱିକେଟ୍‌ରେ ପରାଜୟ ସହିତ ଶୃଙ୍ଖଳାକୁ ମଧ୍ୟ ୨-୩ରେ ବରଣ କରିଛି। ପ୍ରଥମ ଥର ପାଇଁ ଭାରତକୁ ୱେଷ୍ଟଇଣ୍ଡିଜ୍ ଏକ ୫ ମ୍ୟାଚ୍‌ ଶୃଙ୍ଖଳାରେ ପରାସ୍ତ କରିଛି। ବ୍ୟାଟିଂ ବିଫଳତା ସହିତ ଭାରତ ୧୬୫ ରନ୍‌ରେ ସୀମିତ ରହିଥିଲା। ବ୍ରାଣ୍ଡନ୍ କିଙ୍ଗ୍ ୮୫*) ଏବଂ ନିକୋଲାସ ପୂରନ (୪୭)ଙ୍କ ଶତକୀୟ ଭାଗୀଦାରି (୧୨ ଓଭରରେ ୧୦୭ ରନ୍) ବଳରେ ଘରୋଇ ଦଳ ଏହି ବର୍ଷା ଓ ଘଡ଼ଘଡ଼ି ବାଧାପ୍ରାପ୍ତ ମ୍ୟାଚ୍‌‌କୁ ଅତି ସହଜରେ ୨ ଓଭର ପୂର୍ବରୁ ଜିତିଯାଇଥିଲା।

Related posts

ବିଶ୍ୱକପ ପାଇଁ ଦଳରେ ସ୍ଥାନ ପାଇବା ପରେ ଅବସର ଘୋଷଣା କଲେ ଡି କକ୍

Odisha Sports Bureau

ଗୋଟିଏ ବଲରେ ୧୮ ରନ

୫୬ ରନରେ ଭାରତ ହରାଇଲା ନେଦରଲାଣ୍ଡସକୁ

Odisha Sports Bureau