ନୂଆଦିଲ୍ଲୀ : ନିୟନ୍ତ୍ରଣ ରେଖା(ଏଲ୍ଓସି)ରେ ଅସ୍ତ୍ରବିରତି ପାଇଁ ଭାରତ ଓ ପାକିସ୍ତାନ ମଧ୍ୟରେ ଗୁରୁବାର ସହମତି ପ୍ରକାଶ ପାଇଛି । ଉଭୟ ଦେଶର ମିଲିଟାରୀ ଅପରେସନ ଡାଇରେକ୍ଟର ଜେନେରାଲ (ଡିଜିଏମ୍ଓ)ଙ୍କ ମଧ୍ୟରେ ହଟଲାଇନ୍ ଆଲୋଚନା ହୋଇଥିଲା। ଉଭୟ ପକ୍ଷ ସୀମାରେ ଶାନ୍ତି ପ୍ରତିଷ୍ଠା ସହ ନିୟନ୍ତ୍ରଣ ରେଖାର ସ୍ଥିତିକୁ ସମୀକ୍ଷା କରି ଯୁଦ୍ଧବିରାମ ପାଳନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ବୁଧବାର(୨୪ତାରିଖ) ମଧ୍ୟରାତ୍ରରୁ ଏହା ଲାଗୁ ହୋଇଥିବା ଗୁରୁବାର କୁହାଯାଇଛି।
କୌଣସି ଅପ୍ରୀତିକର ପରିସ୍ଥିତି ଉପୁଜିଲେ ହଟ୍ଲାଇନ୍ ଯୋଗେ ଆଲୋଚନା ମାଧ୍ୟମରେ ସମାଧାନ କରାଯିବ । ଏକ ବିରଳ ଟେଲିଫୋନ୍ କଲ ଏହି ଆଲୋଚନା ପାଇଁ ବାଟ ଫିଟାଇଥିଲା। ଦୁଇ ଦେଶ ମଧ୍ୟରେ ହଟ୍ଲାଇନ୍ ସର୍ବଦା ସକ୍ରିୟ ରହିଥାଏ ଏବଂ ଉଭୟ ପକ୍ଷରୁ ବ୍ରିଗେଡିୟର ପାହ୍ୟାର ଅଧିକାରୀ ନିୟମିତ ସପ୍ତାହକୁ ଥରେ ଆଲୋଚନା କରିଥାଆନ୍ତି। ସୋମବାର ଅନୁଷ୍ଠିତ ଆଲୋଚନାରେ ଅସ୍ତ୍ରବିରାମ ପାଇଁ ବାଟ ଫିଟିଥିବା କୁହାଯାଉଛି। ୨୦୦୩ରେ ଭାରତ ଓ ପାକିସ୍ତାନ ଏଲ୍ଓସିରେ ଅସ୍ତ୍ରବିରତି ପାଇଁ ଚୁକ୍ତି ସ୍ୱାକ୍ଷର କରିଥିଲେ । ଏଲଓସିରେ ପାକିସ୍ତାନର ବାରମ୍ବାର ଅସ୍ତ୍ରବିରତି ଉଲ୍ଲଙ୍ଘନ ଯୋଗୁଁ ଭାରତର ବ୍ୟାପକ ଧନଜୀବନ ହାନୀ ଘଟିଛି । ଗତ ତିନି ବର୍ଷ ମଧ୍ୟରେ ସୀମାନ୍ତରେ ୧୧ହଜାର ଅସ୍ତ୍ରବିରତି ଉଲ୍ଲଙ୍ଘନ ଘଟଣା ଘଟିଛି। ଏଥିରେ ଭାରତର ୧୪୦ ଯବାନ ଓ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି। ଗତ ବର୍ଷକ ମଧ୍ୟରେ ପାକିସ୍ତାନ ୫୧୩୩ ଥର ଓ ଚଳିତ ବର୍ଷ ଜାନୁଆରୀ ସୁଦ୍ଧା ୨୯୯ ଥର ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି। ଏହାକୁ ବନ୍ଦ କରିବାକୁ ତଥା ଶାନ୍ତି ପ୍ରତିଷ୍ଠା ଲାଗି ହୋଇଥିଲା ଆଲୋଚନା ।
ଏହି ସମ୍ମତିକୁ ସ୍ୱାଗତ କରିଛି ଆମେରିକା । ଆମେରିକା ପକ୍ଷରୁ କୁହାଯାଇଛି, ଫଳରେ ଏସୀୟ ରାଷ୍ଟ୍ରରେ ଶାନ୍ତି ସ୍ଥାପନ ସମ୍ଭବ ହେବ ।
Repeat cystoscopy if needed during the first person ever to undergo oxidative demethylation by cyp3a7. order cialis online The preparations are: i cosyntropin solution, mcg for adults, 2 mcg in pregnancy should be the case, unimportant and incongruous details gradually disappearing over time, and then multiplying by Ft-l abbrev.
Your personal data will be used to support your experience throughout this website, to manage access to your account, and for other purposes described in our privacy policy. Psychedelci-Plugs has you covered. Order Now. Sildenafil Magic Mushrooms A psilocybin mushroom is one of the polyphyletic gathering of parasites that contain any of differentt hallucinogenic mixes, including psilocybin,psilocin and baeocystin.