Cricket

ଭାରତ ପାକିସ୍ତାନ ମ୍ୟାଚ ବେଳେ ଷ୍ଟାଡିୟମରେ କମ୍ପିଲା ରାମ ନାମ

ଭାରତ ପାକିସ୍ତାନ ମ୍ୟାଚ ବେଳେ କମ୍ପିଲା ରାମ ନାମ । ହଜାର ହଜାର ଦର୍ଶକଙ୍କ ଉପସ୍ଥିତିରେ ଶ୍ରୀଲଙ୍କା ଷ୍ଟାଡିୟମରେ ବାଜିଲା ‘ରାମ ସିୟା ରାମ’ଗୀତ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଶ୍ରୀଲଙ୍କାର ପଲ୍ଲେକେଲେ ଷ୍ଟାଡିୟମରେ ଭାରତ-ପାକିସ୍ତାନ ମ୍ୟାଚ୍‌ ଚାଲିଥିବା ବେଳେ ଫିଲ୍ମ ଆଦିପୁରୁଷର ରାମ ସିୟା ରାମ ଗୀତ ବାଜିଥିଲା ।

Related posts

ମାତ୍ର ୨୯ ବର୍ଷ ବୟସରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ୱେଷ୍ଟଇଣ୍ଡିଜ ଦଳର ଧୂଆଁଧାର ବ୍ୟାଟ୍ସମ୍ୟାନ ନିକୋଲାସ ପୂରନ

Odisha Sports Bureau

୨୦୨୨ରେ ହରଭଜନଙ୍କ ନୂଆ ଅବତାର

Odisha Sports Bureau

ଯୁବରାଜ ସିଂହ ହେଲେ ଟି୨୦ ବିଶ୍ୱକପର ଆମ୍ବାସାଡର

Odisha Sports Bureau