Cricket

ଟସ ଜିତି ପ୍ରଥମେ ବୋଲିଂ କରିବାକୁ ଭାରତର ନିଷ୍ପତ୍ତି

ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ୟ ଟି-୨୦ ମ୍ୟାଚ ଚଣ୍ଡିଗଡ଼ ଆରମ୍ଭ ହୋଇଛି । ସନ୍ଧ୍ୟା ୭ଟାରେ ଖେଳ ଆରମ୍ଭ ହେବାକୁ ଥିବାବେଳେ, ଏଥିରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି । ୫ ମ୍ୟାଚ ବିଶିଷ୍ଟ ଏହି ଶୃଙ୍ଖଳାର ପ୍ରଥମ ମ୍ୟାଚରେ ଭାରତ ବିଜୟୀ ହୋଇସାରିଛି । ବାରବାଟୀରେ ଅନୁଷ୍ଠିତ ହୋଇଥିବା ପ୍ରଥମ ମ୍ୟାଚରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋରକ ବ୍ୟାଟିଂ ସାଙ୍ଗକୁ ବୋଲରଙ୍କ ଦମଦାର ବୋଲିଂ, ଦଳକୁ ବିଜୟ କରିଥିଲା । ତେଣୁ ୨ୟ ମ୍ୟାଚକୁ ଭାରତ ଜିତି ଶୃଙ୍ଖଳାରେ ଆଗୁଆ ରହିବାକୁ ଆଶା କରିଛି।

Adequate security arrangements in place for India vs South Africa T20I  tomorrow: Senior Punjab Police official

Related posts

ହକି ହିରୋ ଅମିତ ରୋହିଦାସଙ୍କୁ ଦେଢ କୋଟି ପୁରସ୍କାର : ପୁରସ୍କାର ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Odisha Sports Bureau

ଟ୍ବେଣ୍ଟି୨୦ ବ୍ୟାଟିଂ ମାନ୍ୟତାରେ ୧୦ତମ ସ୍ଥାନକୁ ଖସିଲେ ସୂର୍ଯ୍ୟକୁମାର

Odisha Sports Bureau

ଭାରତ-ନ୍ୟୁଜିଲାଣ୍ଡ ୫ମ ଟି-୨୦: ସଞ୍ଜୁ ସାମସନ କି ଇଶାନ କିଶନ? ଶେଷ ମ୍ୟାଚ୍ ପୂର୍ବରୁ ଚୟନ ସସପେନ୍ସ

Odisha Sports Bureau