Cricket

ଆଇସିସି ଚାମ୍ପିୟନ୍ସିପ ଟ୍ରଫି  ପାଇଁ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ : ଆଇସିସି ଚାମ୍ପିୟନ୍ସିପ ଟ୍ରଫି  ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ୨୦୨୫ ଚାମ୍ପିୟନ୍ସ ଟ୍ରଫିର ଭାରତୀୟ  ସ୍କ୍ୱାର୍ଡ କିଏ କିଏ ରହିବେ ।  ତାହାକୁ ନେଇ ଦଳର ନାଁ ଘୋଷଣା କରାଯାଇଛି । ରୋହିତ ଶର୍ମାଙ୍କୁ ଅଧିନାୟକ ଦାୟିତ୍ୱ । ଉପ ଅଧିନାୟକ ହେଲେ  ଶୁଭମନ ଗିଲ । ଟିମକୁ ଫେରିଲେ ଷ୍ଟାର ବୋଲର ମହମ୍ମଦ ସାମି । ଟିମରେ ବିରାଟ କୋହଲି , ଲୋକେଶ ରାହୁଲ  , ଶ୍ରେୟସ ଆୟାର , ହାର୍ଦିକ ପାଣ୍ଡ୍ୟା ,ଋଷଭ ପନ୍ତ  , ଅକ୍ଷର ପଟେଲ , ୱାସିଂଟନ ସୁନ୍ଦର , କୁଲଦୀପ ଯାଦବ , ଯଶପ୍ରୀତ ବୁମ୍ରା , ଜୟସ୍ୱାଲ ,  ରବୀନ୍ଦ୍ର ଜାଡେଜା , ଅର୍ଶଦୀପ ସିଂ ସାମିଲ ଅଛନ୍ତି । ୧୫ ଜଣିଆ ଟିମ ଘୋଷଣା କଲା  ବିସିସିଆଇ ।  ଫେବୃଆରୀ ୧୯ରୁ ଆରମ୍ଭ ହେଉଛି  ଚାମ୍ପିୟନ୍ସ ଟ୍ରଫି ।  ୨୦ ରୁ ଭାରତର  ଅଭିଯାନ ଆରମ୍ଭ  । ବାଂଲାଦେଶ  ବିପକ୍ଷରେ ଅଭିଯାନ ଆରମ୍ଭ କରିବ ଭାରତ । ୨୩ରେ ପାକିସ୍ତାନକୁ ଭେଟିବ ଟିମ ଇଣ୍ଡିଆ ।

Related posts

ଟି- ୨୦ ସିରିଜରୁ ବାଦ ପଡିଲେ ଶ୍ରୀଲଙ୍କା ବୋଲର ନୂଆନ ତୁଷାର

ଟେଷ୍ଟ କିକ୍ରେଟରେ ଦେଖାଯିବେନି ଡ଼େଲ ଷ୍ଟେନ

Odisha Sports Bureau

ଚତୁର୍ଥ ଟି ଟ୍ବେଣ୍ଟିରେ ଭାରତ ୫୯ ରନରେ ବିଜୟୀ: ୱେଷ୍ଟଇଣ୍ଡିଜ୍‌କୁ ହରାଇ ସିରିଜ୍ କବ୍‌ଜା କଲା ଭାରତ

Odisha Sports Bureau