ମହିଳା ବିଶ୍ୱକପ୍-2025 ଜିତିବାର ତିନି ଦିନ ପରେ, ଆଜି ଭାରତୀୟ ମହିଳା କ୍ରିକେଟ୍ ଦଳ ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ । ଏବଂ ଆଜି ସନ୍ଧ୍ୟାରେ ମହିଳା କ୍ରିକେଟ୍ ଦଳ, ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ରାତ୍ରୀଭୋଜନ କରିବେ । ତେଣୁ ଖେଳାଳିମାନେ, ଆଜି ମୁମ୍ବାଇରୁ ଏକ ସ୍ୱତନ୍ତ୍ର ବିମାନରେ ଦିଲ୍ଲୀରେ ପହଞ୍ଚିଛନ୍ତି ।
