More Sports

ଖେଲୋ ଇଣ୍ଡିଆ ଜାତୀୟ ଯୁବ କ୍ରୀଡା: ୨-୧ ଗୋଲରେ ଓଡିଶା ପରାସ୍ତ

(ଅନୁସ୍ୱୟା) : ଖେଲୋ ଇଣ୍ଡିଆ ଜାତୀୟ ଯୁବ କ୍ରୀଡାରେ ଓଡିଶା ପରାସ୍ତ ହୋଇଛି । ମହାରାଷ୍ଟ୍ରର ପୁନେରେ ଚାଲିଥିବା ଖେଲୋ ଇଣ୍ଡିଆ ଜାତୀୟ ଯୁବ କ୍ରୀଡ଼ା ପ୍ରତିଯୋଗିତାରେ ଓଡ଼ିଶା- ଝାଡଖଣ୍ଡ ଫାଇନାଲ ମ୍ୟାଚରେ ମୁହାମୁହିଁ ହୋଇଥିଲେ । ସରିତା ସୋରେଙ୍ଗ ଦଳକୁ ତିନୋଟି ଗେଲ ଦେଇଥିଲେ ମଧ୍ୟ ଝାଡଖଣ୍ଡ ୨-୧ ଗୋଲରେ ଓଡିଶାକୁ ପରାସ୍ତ କରି ବିଜୟ ଲାଭ କରିଛି । ଓଡିଶା ଟିମ ରନର୍ସ ଅଫ ହୋଇ ରୌପ୍ୟ ପଦକ ହାସଲ କରିଛି ।

Related posts

ଭାରତକୁ ଆଉ ଜଣେ ସୁନାପୁଅ

Odisha Sports Bureau

ଟ୍ରିପଲ୍ ଜମ୍ପର ୱାର୍ଲଡ ଇଣ୍ଡୋର ରେକର୍ଡ ଭାଙ୍ଗିଛନ୍ତି ରୋଜସ

Odisha Sports Bureau

ମିଷ୍ଟର ସାଉଥ ଏସିଆ ଟାଇଟଲ ହାସଲ କଲେ ବଡ଼ିବିଲ୍ଡର ରବିନ୍ଦର କୁମାର