Cricket

ଆଇପିଏଲରୁ ବାଦ ପଡିଲେ କେ ଏଲ ରାହୁଲ

ଲକ୍ଷ୍ନୌ ସୁପର ଜାଏଣ୍ଟର ଅଧିନାୟକ କେ ଏଲ ରାହୁଲ ଆଇପିଏଲରୁ ବାଦ ବଡିଛନ୍ତି । ବ୍ୟାଙ୍ଗଲୋର ବିପକ୍ଷରେ ଖେଳିଥିବା ମ୍ୟାଚ ସମୟରେ ରାହୁଲଙ୍କୁ ଡାହାଣ ଜଙ୍ଘରେ ଆଘାତ ଲାଗିଛି । ତେଣୁ ସେ ଆଇପିଏଲ ମ୍ୟାଚ ଖେଳିପାରିବେ ନାହିଁ । ବିସିସିଆଇ ଓ ମେଡିକାଲ ଟିମ ଦ୍ୱାରା ଏହି ନିର୍ଣ୍ଣୟ ନେଇଛନ୍ତି । ଜୁନ ୭ରୁ ୧୧ ତାରିଖ ଲଣ୍ଡନରେ ହେବାକୁଥିବ ବିଶ୍ୱ ଚମ୍ପିୟାନସିପ ମ୍ୟାଚରେ କେଏଲ ରାହୁଲ ଖେଳିବେ ସେଥିପାଇଁ ତାଙ୍କୁ ବିଶ୍ରାମ ନେବା ଦରକାର ।ଆଜି ଚେନ୍ନାଇ ଓ ସୁପର ଜିଆଣ୍ଟର ମ୍ୟାଚ ରହିଛି । କେଏଲ ରାହୁଲ ଆଜି ମ୍ୟାଚ ଖେଳିବେ ନାହିଁ ,ଆଜିର ମ୍ୟାଚ ଦେଖିବେ ।
ସେହିପରି ଜୟଦେବ ଉନାଦକତ୍ ମଧ୍ୟ ଆଇପିଏଲରୁ ବାଦ ପଡିଛନ୍ତି । ଯେହେତୁ ଉନାଦକ୍୍ଙ୍କ କାନ୍ଧରେ ଆଘାତ ଲାଗିଛି ସେ କେବେ ଠିକ ହେବେ ତହା ଜଣାନାହିଁ ତେଣୁ ସେ ମଧ୍ୟ ଆଇପିଏଲରୁ ବାଦ ପଡିଛନ୍ତି । ଯଦି ସେ ଏହି ଆଘାତ ଉପରେ ବୋଲିଙ୍ଗ କରିବେ ତାହାଲେ ତାଙ୍କ କାନ୍ଧକୁ ବହୁତ କଷ୍ଟ ଦେବ ଓ ତାଙ୍କ ପାଇଁ ଠିକ ନୁହେଁ ।

Related posts

ଜାଡେଜାଙ୍କୁ କାଖେଇଲେ ଧୋନି, ଭାବୁକ ହେଲେ ଫ୍ୟାନ୍ସ

ବିମାନ ବନ୍ଦରରେ ସାକ୍ଷୀଙ୍କ ସହ ଧୋନି

୧୩ ବର୍ଷ ପୂର୍ବେ ଟେଷ୍ଟ କ୍ରିକେଟରେ ପ୍ରବେଶ କରିଥିଲେ; ଏବେ ଭାରତର ସବୁଠାରୁ ସଫଳ ଅଧିନାୟକ

Leave a Comment