Cricket

ଲଗାତାର କୋହଲିଙ୍କ ଦ୍ୱିତୀୟ ଶତକ

ପୁଣି ଦେଖିବାକୁ ମିଳିଛି ବିରାଟ କୋହଲିଙ୍କ ବ୍ୟାଟ୍ ର ଯାଦୁ ।  ଆଜି  ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ଵିତୀୟ ଦିନିକିଆରେ, ଶତକ ହାସଲ କରିଛନ୍ତି କିଙ୍ଗ୍ କୋହଲି । ସେ ୯୦ ବଲରୁ ଅନ୍ତର୍ଜାତୀୟ ଦିନିକିଆରେ ୫୩ତମ ଶତକ ପୂରଣ କରିଛନ୍ତି । କୋହଲି ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ଲଗାତାର ଦ୍ଵିତୀୟ ଶତକ ହାସଲ କରିଛନ୍ତି। ରାଞ୍ଚିରେ କିଙ୍ଗ କୋହଲି ୧୨୦ ବଲରୁ ୧୩୫ ରନର ଇନିଂସ ଖେଳିଥିଲେ।

Related posts

ଶାହାରୁଖ ଖାନଙ୍କ ସହ ‘ଝୁମେ ଜୋ ପଠାନ’ ଗୀତରେ ନାଚିଲେ ବିରାଟ କୋହଲି

Odisha Sports Bureau

କ୍ରିକେଟର ଗୌତମ ଗମ୍ଭୀରଙ୍କୁ ଧମକ

Odisha Sports Bureau

ଅଧଘଣ୍ଟା ପୂର୍ବରୁ ଆରମ୍ଭ ହେବ ପ୍ଳେଅଫ୍ ମ୍ୟାଚ

Odisha Sports Bureau