Cricket

ସନରାଇଜର୍ସ ହାଇଦ୍ରାବାଦକୁ ୬ ୱିକେଟରେ ହରାଇଛି ଲକ୍ଷ୍ନୌ ସୁପରଜାୟାଣ୍ଟସ

ଲକ୍ଷ୍ନୌଠାରେ ଖେଳାଯାଉଥିବା ଆଇପିଏଲ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ୬ ୱିକେଟରେ ହରାଇଛି ଲକ୍ଷ୍ନୌ ସୁପରଜାୟାଣ୍ଟସ। ହାଇଦ୍ରାବାଦ ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ରାହୁଲ ତ୍ରିପାଠୀ ୩୫ ରନ କରିଥିବାବେଳେ ଅନମୋଲପ୍ରିତ ସିଂ ୩୧ରନ କରିଥିଲେ। ସେହିପରି ଶେଷ ବେଳକୁ ଆସିଥିବା ଓବଦୁଲ ସମଦ ୨୧ରନ କରିଥିଲେ। ଅନ୍ୟମାନେ ବିଶେଷ ଭଲ ଖେଳି ନ ଥିଲେ। ଦଳ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୨୧ ରନ୍ କରିଥିଲା। ଟାର୍ଗେଟକୁ ପିଛା କରି ଲକ୍ଷ୍ନୌ ସୁପରଜାୟାଣ୍ଟସ ପକ୍ଷରୁ ସର୍ବାଧିକ ରନ୍ କେଏଲ୍ ରାହୁଲ (୩୫) ଓ କୁନାଲ ପାଣ୍ଡ୍ୟା (୩୪) କରିଥିଲେ। ଦଳ ୧୬ ଓଭରରେ ୫ ୱିକେଟ ହରାଇ ୧୨୭ ରନ୍ କରି ବଜୟ ଲଭ କରିଛି ।

 

Related posts

ଭାରତ – ନ୍ୟୁଜିଲାଣ୍ଡ ପ୍ରଥମ ଟି-୨୦, ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ଭାରତ

Odisha Sports Bureau

ଆଇସିସି ଅଣ୍ଡର -୧୯ ବିଶ୍ୱକପର ସୂଚୀ ଘୋଷଣା; ଜାଣନ୍ତୁ ଟିମ୍ ଇଣ୍ଡିଆର ମ୍ୟାଚ୍ କେବେ କେବେ ହେବ?

Odisha Sports Bureau

ଅଶ୍ୱୀନଙ୍କ ଫିରକିରେ ଫସିଲେ କିୱି ଦଳ

Odisha Sports Bureau