Cricket

ମହେନ୍ଦ୍ର ସିଂହ ଧୋନିଙ୍କ ୪,୦୦୦ ରନ

(ଓଡ଼ିଶାସ୍ପୋର୍ଟ):ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସ ପକ୍ଷରୁ ୪,୦୦୦ ରନ୍ପୂ ରଣ କରିଛନ୍ତି ମହେନ୍ଦ୍ର ସିଂହ ଧୋନି। ଏଭଳି କରିବାରେ ସେ ଦ୍ବିତୀୟ ଖେଳାଳି ହୋଇଛନ୍ତି। ପୂର୍ବରୁ ସୁରେଶ ରାଇନା ପ୍ରଥମ ଖେଳାଳି ଭାବେ ସିଏସ୍କେ ପାଇଁ ୪,୦୦୦ ଆଇପିଏ ଲ୍ରନ୍କ ରିଥିଲେ। ଗତକାଲି ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଖେଳା ଯାଇଥିବା ମ୍ୟାଚରେ ୨ ରନ ଯୋଗ କରିବା ପରେ ଧୋନି ଏହି ମାଇଲ ଖୁଣ୍ଟ ଛୁଇଁଥିଲେ । ରାଇନା ୧୮୦ ଆଇପିଏଲ୍ମ୍ୟାଚ୍ ଖେଳି ୫୦୮୬ ରନ୍କ ରିଛନ୍ତି। ଧୋନି ୧୭୯ ମ୍ୟାଚ୍ ଖେଳି ୪, ୧୩୫ ରନ୍ ରେପହଞ୍ଚିଛନ୍ତି। ସୂଚନା ଯୋଗ୍ୟ ଯେ ଚେନ୍ନାଇ ବାସନ୍ଦ ହେବା ପରେ ଧୋନି ଓ ରାଇନା ଯଥାକ୍ରମେ ରାଇଜିଂ ପୁନେ ସୁପରଜିଆଣ୍ଟ ଏବଂ ରାଇନା ଗୁଜୁରାଟ ଲାୟନ୍ସ ପକ୍ଷରୁ ଖେଳିଥିଲେ।\

Related posts

ପାକିସ୍ତାନର ୩ ଖେଳାଳିଙ୍କଠାରୁ ଟିମ୍ ଇଣ୍ଡିଆକୁ ରହିବାକୁ ପଡିବ ସତର୍କ; ମ୍ୟାଚର ଗତି ବଦଳାଇ ପାରିନ୍ତି ଏହି ୩ ଖେଳାଳି ।

Odisha Sports Bureau

ଭାରତର ଦମଦାର ବିଜୟ

Odisha Sports Bureau

ଭାରତୀୟ କ୍ରିକେଟ ଟିମର ଷ୍ଟାର୍ ବୋଲର୍ ବୁମରା ବାପା ହୋଇଛନ୍ତି

Odisha Sports Bureau