Uncategorized

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ଜାତୀୟ ରଗବୀ ଟୁର୍ଣ୍ଣାମେଣ୍ଟ

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ଜାତୀୟ ରଗଵୀ ଟୁର୍ଣ୍ଣାମେଣ୍ଟରେ  ମହିଳା ବିଭାଗ ଚାମ୍ପିଅନ ମୟୂରଭଞ୍ଜ ଓ ପୁରୁଷ ବିଭାଗ ଚାମ୍ପିଅନ କୋଲକାତା । ବାରିପଦା ଠାରେ ଆୟୋଜିତ ହୋଇଥିବା ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ଜାତୀୟ ରଗଵୀ ଟୁର୍ଣ୍ଣାମେଣ୍ଟ ଉଦଯାପିତ। କୋଲକତା ର ଫ୍ୟୁଚର ହୋଲିକୁଇନ୍ସ ପୁରୁଷ ବିଭାଗରେ ଚାମ୍ପିଅନ ହୋଇଥିଲା ବେଳେ ମୟୂରଭଞ୍ଜର ଫ୍ୟୁଚର ଷ୍ଟାର ଏକାଡେମୀ ମହିଳା ବିଭାଗରେ ଚାମ୍ପିଅନ ହୋଇଛନ୍ତି। ରାଜ୍ୟ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ମୁଖ୍ୟ ଅତିଥି ଭାବେ ବିଜୟୀ ଦଳକୁ ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓ ଟ୍ରଫି ପ୍ରଦାନ କରିଥିଲେ।

Related posts

surjit baba

ସରିଲା ବିଶ୍ୱ କ୍ରୀଡ଼ା ମହାକୁମ୍ଭ , ସବୁଠାରୁ ଅଧିକ ପଦକ ଜିତିଲା ଆମେରିକା 

Odisha Sports Bureau

ଟସ୍ ଜିତି ବ୍ୟାଟିଂ କରିବ ଟିମ୍ ବାଂଲାଦେଶ

Odisha Sports Bureau