Badminton

ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟ

ମ୍ୟାଚ୍ ଖେଳିବା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଋତୂପର୍ଣ୍ଣା ପଣ୍ଡା ଓ ଶ୍ୱେତାପର୍ଣ୍ଣା ପଣ୍ଡା । ଅଗଷ୍ଟ ୨୫ ରୁ ୩୧ ଅଗଷ୍ଟ ପର୍ଯ୍ୟନ୍ତ ଆୟୋଜିତ ପ୍ୟାରିସ ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିଅନସିପରେ, ଭାରତକୁ ରିପ୍ରେଜେଣ୍ଟ କରିବାକୁ ଯାଉଛନ୍ତି ଏହି ଦୁଇ ଭଉଣୀ । ସେଥିଲାଗି ଆଜି ଲୋକସେବା ଭବନରେ, ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ଏହି ଦୁଇ ଭାରତୀୟ ବ୍ୟାଡମିଣ୍ଟନ ତାରକା । ମୁଖ୍ୟମନ୍ତ୍ରୀ ମଧ୍ୟ ଉଭୟ ଖେଳାଳିଙ୍କୁ ଆଶୀର୍ବାଦ ଦେଇଥିଲେ ଏବଂ ସେମାନଙ୍କର ସଫଳତା କାମନା କରିଥିଲେ।

Related posts

କାନାଡ଼ା ଓପନ୍‌ ବ୍ୟାଡମିଣ୍ଟନ୍ ଜିତିଲେ ଲକ୍ଷ୍ୟ ସେନ୍‌

Odisha Sports Bureau

୫୨ ବର୍ଷ ପରେ ପଦକ ପକ୍କା କଲେ ସାତ୍ତ୍ୱିକ-ଚିରାଗ

Odisha Sports Bureau

ୱାଲର୍ଡ ଟୁରର ପ୍ରଥମ ପର୍ଯ୍ୟାୟରେ ପାରସ୍ତ ହେଲେ ସିନ୍ଧୁ

Odisha Sports Bureau