Football

ବଳକାନ ଆଥଲେଟ ପୁରସ୍କାର ପାଇଲେ ମୋଡ୍ରିଚ୍

(ଓଡିଶା ସ୍ପୋର୍ଟ): କ୍ରୋଏସିଆ ଫୁଟବଲ ଟିମ୍  ଅଧିନାୟକ ଲୁକା ମୋଡ୍ରିଚ୍ଙ୍କୁ ଚଳିତ ବର୍ଷ ବିଶ୍ୱର ଶ୍ରେଷ୍ଠ କ୍ରୀଡ଼ାବିତ ଭାବେ ସମ୍ମାନଜନକ ବଳକାନ୍ ପୁରସ୍କାର ମିଳିଛି। ଏହି ବଳକାନ ଆଥଲେଟ ପୁରସ୍କାର ଦୌଡ଼ରେ ବିଶ୍ୱର ନମ୍ବର ଟେନିସ୍ ଖେଳାଳି ନୋଭାକ ଜୋକୋଭିଚ୍ ରହିଥିଲେ। କିନ୍ତୁ ୩୩ ବର୍ଷୀୟ ମୋଡ୍ରିଚ୍ ତାଙ୍କୁ ପଛରେ ପକାଇ ୭୫ ପଏଣ୍ଟ ସହ ଏହି ପୁରସ୍କାର ହାତେଇଛନ୍ତି।

ଏଭଳି ବଲକାନ ଆଥଲେଟ ପୁରସ୍କାର ପାଇବାରେ ମୋଡ୍ରିଚ୍ ହେଉଛନ୍ତି ବିଶ୍ୱର ଦ୍ୱିତୀୟ ଫୁଟବଲର। ଶେଷଥର ପାଇଁ ୧୯୯୪ରେ ବୁଲଗେରିଆର ଫୁଟବଲର୍ ବଲକାନ ଆଥଲେଟ ପୁରସ୍କାର ପାଇଥିଲେ। ସେବେଠାରୁ କୌଣସି ଫୁଟବଲ ଖେଳାଳି ଏହି ସମ୍ମାନଜନକ ପୁରସ୍କାର ପାଇବାର ସୌଭାଗ୍ୟ ପାଇନଥିଲେ। ସେହିପରି ଜୋକୋଭିଚ୍ ୨୦୧୧ରୁ ୨୦୧୫ ପର୍ୟ୍ୟନ୍ତ କ୍ରମାଗତ ୪ ଥର ବଲକାନ ଆଥଲେଟ ପୁରସ୍କାର ପାଇ

Related posts

ପୂର୍ବ ଚମ୍ପିଆନ ୟୁବେଣ୍ଟସକୁ ପରାସ୍ତ କଲା ଲାଜିୟୋ

Odisha Sports Bureau

ହାଇଦ୍ରାବାଦକୁ ୩-୧ ଗୋଲରେ ପରାସ୍ତ କଲା ଜାମଶେଦପୁର

Odisha Sports Bureau

ପଡ଼ିଆକୁ ଫେରିଛନ୍ତି ବାଲା

Odisha Sports Bureau