More Sports

ଜାତୀୟ ଟେବୁଲ ଟେନିସ ପ୍ରତିଯୋଗିତା,୫୫୦ ଜଣ ଭାଗ ନେବେ

(ଓଡିଶା ସ୍ପୋର୍ଟ): କଟକର ଜବାହରଲାଲ ନେହରୁ ଷ୍ଟାଡିୟମରେ ଆଜି ଜାତୀୟ ଟେବୁଲ ଟେନିସ ପ୍ରତିଯୋଗିତା ଆରମ୍ଭ ହେବ। ସୂଚନା ଅନୁସାରେ ଏହି ଟୁର୍ଣ୍ଣାମେଣ୍ଟରେ ସମୁଦାୟ ୫୫୦ ଜଣ ଖେଳାଳି ଅଂଶ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି।

ଏଥିରେ ଓଡ଼ିଶା ସମେତ ୩୫ଟି ରାଜ୍ୟର ଜୁନିୟର ଏବଂ ସିନିୟର ବର୍ଗର ଉଭୟ ମହିଳା ଓ ପୁରୁଷ ଖେଳାଳି ଭାଗ ନେବେ।

ଏହି ଟୁର୍ଣ୍ଣାମେଣ୍ଟରେ କମ୍‌ନ୍‌ୱେଲଥ ଗେମ୍ସ ଓ ଏସିଆନ୍‌ ଗେମ୍ସର ପଦକ ବିଜେତା ମନିକା ବାତ୍ରା, ମଧୁରିକା ପାଟକର ଓ ଅଲମ୍ପିୟାନ ଅଙ୍କିତା ଦାସ ପ୍ରମୁଖ ସାମିଲ ହେବେ। ରାଜ୍ୟ ଟେବୁଲ ଟେନିସ ସଂଘ ଓ କ୍ରୀଡ଼ା ବିଭାଗ ପକ୍ଷରୁ ଦୀର୍ଘ ୧୮ ବର୍ଷ ପରେ ଦ୍ୱିତୀୟ ଥର ଲାଗି ଓଡ଼ିଶାରେ ଏହି ପ୍ରତିଯୋଗିତା ଆୟୋଜିତ ହେବ।

Related posts

ବିଶ୍ୱ ପାରା ଦୌଡ଼କୁଦରେ କିଟ୍ ଛାତ୍ର ପ୍ରବୀଣଙ୍କୁ ରୌପ୍ୟ

ଜାଭଲିନ୍ ଥ୍ରୋରେ ଡାଇମଣ୍ଡ ଜିତିଲେ ନୀରଜ ଚୋପ୍ରା

Odisha Sports Bureau

ଏସୀୟ ବାଳିକା ରଗବି ସେଭେନ୍ସ ପ୍ରତିଯୋଗିତା, ଚୀନ ପିନ୍ଧିଲା ବିଜୟୀ ମୁକୂଟ ଭାରତ ଚତୁର୍ଥ ସ୍ଥାନରେ

Odisha Sports Bureau