Cricket

ପ୍ରଥମେ ଶ୍ରେୟସ ଆୟର ପରେ  ଲକି ଫର୍ଗୁସନ ଆଉ ଏବେ ନୀତୀଶ ରାଣା : କେକେଆରର ପିଛା ଛାଡ଼ୁନି ସମସ୍ୟା 

କୋଲକାତା: ପ୍ରଥମେ ଶ୍ରେୟସ ଆୟର ପରେ ଲକି ଫର୍ଗୁସନ ଆଉ ଏବେ ନୀତୀଶ ରାଣା | ଆଇପିଏଲ୍ ୨୦୨୩ ସିଜନ୍ ଆରମ୍ଭ ହେବା ପୂର୍ବରୁ କୋଲକାତା ନାଇଟ୍ ରାଇଡର୍ସ ପାଇଁ ଅଡୁଆ କମିବାର ନାମ ନେଉନାହିଁ | ପିଠିରେ ଆଘାତ ହେତୁ ଦଳର ଅଧିନାୟକ ଶ୍ରେୟସ ଆୟର ଏହି ସିଜିନରୁ ବାଦ ପଡିଥିବାବେଳେ ଦ୍ରୁତ ବୋଲର ଲକି ଫର୍ଗୁସନ ମଧ୍ୟ ଆହତ ହୋଇଥିବାର ଖବର ସାମ୍ନାକୁ ଆସିଛି |

ଅନ୍ୟପଟେ କେକେଆର ଦଳର ବ୍ୟାଟ୍ସମ୍ୟାନ ନୀତୀଶ ରାଣା ମଧ୍ୟ ଅଭ୍ୟାସ ସମୟରେ ଆହତ ହୋଇଛନ୍ତି। କୋଲକାତା ନାଇଟ୍ ରାଇଡର୍ସ ଦଳର ଖେଳାଳିମାନେ ଘରୋଇ ଗ୍ରାଉଣ୍ଡ ଇଡେନ୍ ଗାର୍ଡେନ୍ସରେ ଅଭ୍ୟାସ ଆରମ୍ଭ କରିଛନ୍ତି | ଆଉ ଏହି ଅଭ୍ୟାସ ସମୟରେ ନୀତୀଶ ରାଣାଙ୍କ ବାମ ଆଣ୍ଠୁରେ ଆଘାତ ଲାଗିଛି | ଯାହା ପାଇଁ ଚିନ୍ତାରେ ପଡିଛି କେକେଆର୍ |

Related posts

ଭାରତୀୟ କ୍ରିକେଟ ଦଳର ଭେଟେରାନ ଖେଳାଳି ହରଭଜନ ସିଂଙ୍କ ଜନ୍ମ ଦିନ

ଆଜି ୪ଟି ଦଳ ମଧ୍ୟରେ କଡା ଟକ୍କର, ଲକ୍ଷ୍ନୌକୁ ଗୁଜୁରାଟ ମୁହାଁ ମୁହିଁ ହେଉଥିବା ବେଳେ ମୁମ୍ବାଇକୁ ପଞ୍ଜାବ ମଧ୍ୟରେ ହେବ ଟକ୍କର

Odisha Sports Bureau

ପ୍ରଥମ ମହାକୁମ୍ଭରେ ଜିତିଲା ଗୁଗୁରାଟ ଟାଇଟନ୍ସ