Cricket

ଓପନ୍ ନ୍ୟାସନାଲ ପାରା ଆଥଲେଟିକ୍ସରେ ଓଡିଶା ଚାମ୍ପିୟନ

ଭୁବନେଶ୍ୱର : ଚତୁର୍ଥ ଇଣ୍ଡିଆନ୍ ଓପନ୍ ନ୍ୟାସନାଲ ପାରା ଆଥଲେଟିକ୍ସ ଚାମ୍ପିଅନସିପ୍ ୨୦୨୨ ଅନୁଷ୍ଠିତ ହୋଇଯାଇଛି | ଏଥିରେ ଓଡିଶା ସମେତ ଅନେକ ରାଜ୍ୟ ଏହି ଖେଳରେ ଭାଗନେଇଥିଲେ | ସେଥିରୁ ଓଡିଶା ଟିମ ଭଲ ପଦର୍ଶନ କରି ପଦକ ହାସଲ କରିଛି | ଭାରତର ପାରାଲିମ୍ପିକ୍ କମିଟି ସହିତ ସମସ୍ତ ରାଜ୍ୟ ଆସୋସିଏସନ୍ ଏବଂ ଫେଡେରେସନ୍ ର ସଦସ୍ୟ ଡ .ଦୀପା ମଲିକ୍ ବିଜେତା ମାନଙ୍କୁ ପଦକ ପ୍ରଦାନ କରିଥିଲେ | ଏହି ଚାମ୍ପିଅନସିପି ବାଙ୍ଗାଲୋରର କାଣ୍ଟେରାଭା ଷ୍ଟାଡିୟମରେ ଖେଳାଯାଇଥିଲା | ବିଜେତା ମାନଙ୍କ ପାଇଁ ଓଡିଶା ଗର୍ବିତ ବୋଲି ଟିମ ମୁଖ୍ୟ କମଳାକାନ୍ତ ରଥ ଏବଂ ପାରାଲିମ୍ପିକ୍ କମିଟି ସଭାପତି ଡ଼.ଦୀପା ମଲ୍ଲିକ କହିଛନ୍ତି |

Related posts

ହନୁମାନଙ୍କ ଭକ୍ତ ରିଙ୍କୁ ସିଂ: କହିଲେ କ୍ରିକେଟ କ୍ୟାରିୟରର କାହାଣୀ ।

Odisha Sports Bureau

ଆଇସିସି ମହିଳା ଟି-୨୦ ବିଶ୍ୱକପ୍ ୨୦୨୪ ପାଇଁ ୧୫ ଜଣିଆ ଦଳ ଘୋଷଣା

Odisha Sports Bureau

କେବଳ ଗୋଟିଏ ବିଜୟ, ଟିମ୍ ଇଣ୍ଡିଆ ରଚିବ ଇତିହାସ

Odisha Sports Bureau