More Sports

ଓଡ଼ିଶା ପୋଲିସ ମହିଳା କବାଡ଼ି ଦଳ ଫାଇନଲରେ ବିଜୟୀ

(ଓଡିଶା ସ୍ପୋର୍ଟ): ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଠାରେ ଆୟେଜିତ ବରିଷ୍ଟ ବିଭାଗ ଆନ୍ତଃ ଜିଲ୍ଲା କବାଡ଼ି ପ୍ରତିଯୋଗିତାରେ ଓଡ଼ିଶା ପୋଲିସ ମହିଳା କବାଡ଼ି ଦଳ ଅଂଶଗ୍ରହଣ କରିଥିଲେ ।ଏଥିରେ ମହିଳା କବାଡ଼ି ଦଳ ଫାଇନାଲରେ କେନ୍ଦ୍ରାପଡ଼ାକୁ ହରାଇ ଚମ୍ପିୟାନ ହୋଇଛନ୍ତିି । ଓଡ଼ିଶା ପୋଲିସ ଦଳର ଅଧିନାୟକ ରଶ୍ମି୍ତା ସାହୁ ପ୍ରତିଯୋଗିତାରେ ଶ୍ରେଷ୍ଠ ‘ରେଡ଼ର’ ଭାବେ ବିବେଚିତ ହୋଇଥିବା ବେଳେ ଦଳର ଅନ୍ୟତମ ଖେଳାଳୀ ଶ୍ରଦ୍ଧାଞ୍ଜଳି ପଣ୍ଡା ଶ୍ରେଷ୍ଠ ‘କ୍ୟାଚର’ ଭାବେ ବିବେଚିତ ହୋଇଛନ୍ତି । ଦଳର ସଫଳତାରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଡ଼ା.ରାଜେନ୍ଦ୍ର ପ୍ରସାଦ ଶର୍ମା ସନ୍ତୋଷ ବ୍ୟକ୍ତ କରିବା ସହ ପରିଶ୍ରମ ଓଅଭ୍ୟାସ ଜାରି ରଖି ଅଧିକ ସଫଳତା ହାସଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଆଜି ପୂର୍ବାହ୍ନରେ ପୋଲିସ ମୁଖ୍ୟାଳୟ ଠାରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଡ଼ା. ଶର୍ମାଙ୍କ ୁ ସାକ୍ଷାତ କରିଥିଲେ । ସାକ୍ଷାତ ସମୟରେ ପୋଲିସ ମୁଖ୍ୟାଳୟର କ୍ରୀଡ଼ା ଅଧିକାରୀ ଶ୍ରୀ ବିଭୁତି ଭୂଷଣ ପରିଡ଼ା ଉପସ୍ଥିତ ଥିଲୋ

Related posts

ଖେଳ ରତ୍ନ ପୁରସ୍କାରରେ ସମ୍ମାନିତ ହେବେ ବଜରଙ୍ଗ ପୁନିଆ

Odisha Sports Bureau

ଆସନ୍ତା ୧୨ରୁ ଓପନ୍ ଚେସ୍ ଚାମ୍ପିୟନଶିପ୍ ଆରମ୍ଭ

Odisha Sports Bureau

ଆୟର୍ଲାଣ୍ଡ ପାରାବ୍ୟାଡ଼ ମିଣ୍ଟନରେ ଓଡ଼ିଆ ତାରକା ପ୍ରମୋଦ ଭଗତତଙ୍କୁ ରୋପ୍ୟ