Football

ବାଙ୍ଗାଲୋରକୁ ଭେଟିବ ଓଡିଶା

ଭୁବନେଶ୍ୱର: ଇଣ୍ଡିଆନ ସୁପର ଲିଗ(ISL)ର ଅଷ୍ଟମ ସଂସ୍କରଣରେ ଆସନ୍ତାକାଲି ବେଭ୍ଗଲୁରୁ ବିପକ୍ଷରେ ନିଜର ପ୍ରଥମ ମ୍ୟାଚ ଖେଳିବ ଓଡିଶା ଏଫସି । ଗୋଆ ଭାସ୍କୋରେ ଏହି ମ୍ୟାଚ ଖେଳାଯିବ । ତେବେ ଏହା ପୂର୍ବରୁ ଦଳର ନୂଆ କୋଚ କିକୋ ରାମିରେଜ ଏବଂ ଅଧିନାୟକ ହେକ୍ଟର ରୋଡାସ ଆଜି ଏକ ପେସ ମିଟ କରିଥିଲେ । ଏହି ସିଜନରେ ଓଡିଶା ଦଳ ପାଇଁ ରହିଛନ୍ତି ୩ ଜଣ ଅଧିନାୟକ । ହେକ୍ଟର ରୋଡାସ, ଭିକ୍ଟର ମୋଙ୍ଗିଲ ଏବଂ ବିନିତ ରାଏ ଦଳର ନେତୃତ୍ୱ ନେବେ । ତେବେ ପୂର୍ବ ବର୍ଷର ପ୍ରଦର୍ଶନକୁ ଭୁଲି ଆଉ ଏକ ନୂତନ ଆରମ୍ଭ କରିବା ରହିବ ଦଳର ମୂଖ୍ୟ ଲକ୍ଷ୍ୟ ।

Related posts

ବ୍ରାଜିଲ – ଆର୍ଜେଣ୍ଟିନା ଫୁଟବଲ ମ୍ୟାଚରେ ଦର୍ଶକ ପିଟାପିଟି , ଖେଳିବେନି କହିଲେ ଦର୍ଶକ

Odisha Sports Bureau

ଓଡିଶା ରଗବୀ ଫୁଟବଲ ବିଜେତାଙ୍କୁ ଟ୍ରଫି

ଓଡ଼ିଶା ଏଫ୍‌ସିର ନୂଆ କିଟ୍ ଉନ୍ମୋଚିତ

Odisha Sports Bureau