Cricket

ବାଙ୍ଗାଲୋର ଓପିଏଲରେ ବାରବାଟୀ ସୁପର କିଙ୍ଗ୍ସ ବିଜୟୀ

(ଓଡିଶା ସ୍ପୋର୍ଟ): ସୋମବାର ଓଡ଼ିଶା ୟୁଥ୍ ଆନୁକୂଲ୍ୟରେ ବାଙ୍ଗାଲୋରରେ ଆୟୋଜିତ ଓଡ଼ିଶା ପ୍ରିମିୟର ଲିଗ୍ (ଓପିଏଲ୍) କ୍ରିକେଟ୍ ପ୍ରତିଯୋଗିତାରେ ଖେଳାଯାଇଥିବା ଏକମାତ୍ର ମ୍ୟାଚ୍ରେ କଟକ ବାରବାଟୀ ସୁପର କିଙ୍ଗ୍ସ ବିଜୟୀ ହୋଇଛି। ଏହି ଦଳ ୩ ୱିକେଟ୍ରେ ସମ୍ବଲପୁର ପିରେଟ୍ସକୁ ପରାସ୍ତ କରିଛି।

ସମ୍ବଲପୁର ୧୮.୨ ଓଭରରେ ୧୧୬ ରନ୍ କରି ସମସ୍ତ ୱିକେଟ୍ ହରାଇବା ପରେ ବାରବାଟୀ ଦଳ ୧୬.୧ ଓଭରରେ ୭ ୱିକେଟ୍ ବିନିମୟରେ ୧୧୭ ରନ୍ କରିନେଇଥିଲା। ବିଜୟୀ ଦଳର ସେର୍ ବାହାଦୁର ଯାଦବ (୭ ବଲ୍ରେ ୨୧ ରନ୍ ଓ ୩ ୱିକେଟ୍) ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

Related posts

ପିତା ହେବାକୁ ଯାଉଛନ୍ତି ଇଶାନ୍ତ ଶର୍ମା; ପତ୍ନୀ ପ୍ରତୀମା ସିଂ ଫଟୋ ସେୟାର କରି ପ୍ରଶଂସକଙ୍କୁ ଦେଇଛନ୍ତି ଖୁସି ଖବର

Odisha Sports Bureau

କ’ଣ ଟିମ୍ ଇଣ୍ଡିଆ ପାଖକୁ ଆସିବ ତୃତୀୟ ବିଶ୍ୱକପ୍? ଉତ୍ତର ଦେଲେ ରୋହିତ ଶର୍ମା

Odisha Sports Bureau

ହଂକଂ ସିକ୍ସ ୨୦୨୫ରେ ପାକିସ୍ତାନକୁ ପରାସ୍ତ କଲା ଭାରତ

Odisha Sports Bureau