Cricket

ଆଇପିଏଲ ୨୦୨୩ରେ ଆଜି ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲ୍ସ ଓ ପଞ୍ଜାବ କିଙ୍ଗ୍ସ

ଚଲିଛି ଆଇପିଏଲ୨୦୨୩ ମହା ସମର । ଆଜି ରାଜସ୍ଥାନ ରୟାଲ୍ସ ଓ ପଞ୍ଜାବ କିଙ୍ଗ୍ସ ହେବେ ମୁହାଁ ମୁହିଁ । ସ୍ଥାନୀୟ ବାର୍ସାପାରା କ୍ରିକେଟ୍ ଷ୍ଟାଡିୟମରେ ହେମ ଏହି ଦମଦାର ମ୍ୟାଚ । ଉଭୟ ଦଳ ଅଗର ଗୋଟେ ଗୋଟ ମ୍ୟାଚ ହାତେଇ ସାରିଛନ୍ତି । ଅନ୍ୟପକ୍ଷରେ ପଞ୍ଜାବ କିଙ୍ଗ୍ସ ଉଭୟ ବ୍ୟାଟିଂ ଓ ବୋଲିଂରେ କମାଲ କରି ଡକ୍ୱର୍ଥ-ଲୁଇସରେ କୋଲକାତା ନାଇଟ୍ ରାଇଡର୍ସକୁ ୭ ରନରେ ପରାସ୍ତ କରିଥିଲା। ସାମସନଙ୍କ ଦଳ ନିଜର ବ୍ରାଣ୍ଡ ଭାଲ୍ୟୁକୁ ବଜାୟ ରଖିବାକୁ ଭଲ ପ୍ରଦର୍ଶନ ଦେବା ଲକ୍ଷ୍ୟରେ ରହିବ। ବୋଲିଂରେ ଦ୍ରୁତ ବୋଲର ବୋଲ୍ଟଙ୍କ ସହ ସ୍ପିନର ଚହଲ ଓ ରବିଚନ୍ଦ୍ରନ ଅଶ୍ବିନ ରହିଛନ୍ତି। ପଞ୍ଜାବ କିଙ୍ଗସର ଅଧିନାୟକ ଶିଖର ଧୱନ ପୂର୍ବ ମ୍ୟାଚ୍ ଭଳି ଆଜିର ମ୍ୟାଚ ଜିତିବାକୁ ସମସ୍ତ ଚେଷ୍ଟା କରିବେ । ପ୍ରଥମ ମ୍ୟାଚରେ କୋଲକତାକୁ ହରାଇଥିଲା ପଞ୍ଜାବ । ଡକ୍ୱର୍ଥ-ଲୁଇସରେ କୋଲକାତା ନାଇଟ୍ ରାଇଡର୍ସକୁ ୭ ରନରେ ପରାସ୍ତ କରିଥିଲା ପଞ୍ଜାବ ।

Related posts

ସାଂସଦ ପ୍ରିୟା ସରୋଜଙ୍କୁ ବିବାହ କରିବେ କି କ୍ରିକେଟର ରିଙ୍କୁ ସିଂ?

Odisha Sports Bureau

ଇଂଲଣ୍ଡ କ୍ରିକେଟ୍ ବୋର୍ଡର ବଡ ନିଷ୍ପତ୍ତି; ପୁରୁଷ ଖେଳାଳିଙ୍କ ପରି ମହିଳା ଖେଳାଳିମାନେ ମଧ୍ୟ ପାଇବେ ସମାନ ମ୍ୟାଚ୍ ଫି

Odisha Sports Bureau

ପାକିସ୍ତାନ କ୍ରିକେଟକୁ ବଡ ଝଟକା

Odisha Sports Bureau