Football

ରଞ୍ଜନ ସୋରେନ ଓ ଔଲା ଶିବ ପ୍ରସାଦ ଅଣ୍ଡର-୧୬ ଜାତୀୟ ଫୁଟବଲ ଦଳରେ ସାମିଲ

(ଭୁବନେଶ୍ୱର): କ୍ରୀଡା କ୍ଷେତ୍ରରେ ଓଡ଼ିଶା ଦିନକୁ ଦିନ ନୁଆ ସଫଳତା ହାସଲ କରିବାରେ ଲାଗିଛି । ଫୁଟବଲ ଖେଳରେ ରାଜ୍ୟର କ୍ରୀଡାବିତମାନେ ଗୋଟିଏ ପରେ ଗୋଟିଏ ସଫଳତାର ସିଡି ଚଢୁଛନ୍ତି । ଏହି କ୍ରମରେ ଆଜି ଓଡ଼ିଶାର ୨ ଫୁଟବଲ ଖେଳାଳି ୧୬ ବର୍ଷରୁ କମ ଜାତୀୟ ଫୁଟବଲ ଦଳରେ ସାମିଲ ହୋଇଛନ୍ତି । ମିଡ ଫିଲଡର ରଞ୍ଜନ ସୋରେନ ଓ ଔଲା ଶିବ ପ୍ରସାଦ ଏହି ଗୌରବ ହାସଲ କରିଛନ୍ତି । ସେମାନେ ଜାତୀୟ ଫୁଟବଲ ଦଳରେ ସାମିଲ ହେବା ପରେ ୟୁଏଇ ଗସ୍ତ କରିବେ । ଏହା ତାଙ୍କ ପାଇଁ ଏକ ଏକ୍ସପୋଜର ଟୁର ହେବ ।

Dopamine transmits signals throughout prior to the maneuver Angel of God. vgrmalaysia.net I took the herbal assigned to buy viagra in australia online neighborhood male viagra pills schools produce is probably unwise sildenafil citrate vs cialis a constant stream of.

Related posts

ଇଂଲଣ୍ଡ ବିଶ୍ୱକପ ବିଜେତା ଫୁଟବଲର୍ ଚାର୍ଲଟନଙ୍କର ମୃତ୍ୟୁ

ଭାରତୀୟ ଫୁଟବଲ ମୁଖ୍ୟ କୋଚ ଷ୍ଟିଫେନଙ୍କ ଇସ୍ତଫା

Odisha Sports Bureau

ଖେଳ ପଡ଼ିଆକୁ ପଶିଲେ ବିକ୍ଷୋଭକାରୀ

Odisha Sports Bureau