(ଓଡିଶା ସ୍ପୋର୍ଟସ୍): ଅନ୍ତର୍ଜାତୀୟ କ୍ରିକେଟ ଖେଳୁଥିବା ଓଡ଼ିଶାର ମହିଳା କ୍ରିକେଟର ରସନାର ପରୱିନ ରବିବାର କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେ ବଲାଙ୍ଗୀରର ବାସିନ୍ଦା । ଟେଷ୍ଟ ପରେ ସେ ଓ ତାଙ୍କ ମାଆ ଏହି ଭୟଙ୍କର ଭୂତାଣୁରେ ସଂକ୍ରମିତ ଥିବା ଜଣାପଡିଛି । ଉଭୟଙ୍କୁ ଭୁବନେଶ୍ୱର ସ୍ଥିତ କୋଭିଡ ହସପିଟାଲରେ ଭର୍ତ୍ତି କରାଯାଇଛି ।