Cricket

ଓଡ଼ିଆ ଅନ୍ତର୍ଜାତୀୟ ମହିଳା କ୍ରିକେଟର କରୋନାରେ ଆକ୍ରାନ୍ତ

(ଓଡିଶା ସ୍ପୋର୍ଟସ୍): ଅନ୍ତର୍ଜାତୀୟ କ୍ରିକେଟ ଖେଳୁଥିବା ଓଡ଼ିଶାର ମହିଳା କ୍ରିକେଟର ରସନାର ପରୱିନ ରବିବାର କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେ ବଲାଙ୍ଗୀରର ବାସିନ୍ଦା । ଟେଷ୍ଟ ପରେ ସେ ଓ ତାଙ୍କ ମାଆ ଏହି ଭୟଙ୍କର ଭୂତାଣୁରେ ସଂକ୍ରମିତ ଥିବା ଜଣାପଡିଛି । ଉଭୟଙ୍କୁ ଭୁବନେଶ୍ୱର ସ୍ଥିତ କୋଭିଡ ହସପିଟାଲରେ ଭର୍ତ୍ତି କରାଯାଇଛି ।

Related posts

ଆଇପିଏଲ୍‌ର ଆଜି ୨୨ତମ ଲିଗ ମ୍ୟାଚ

Odisha Sports Bureau

ଟ୍ରାଇ ସିରିଜରେ ନ୍ୟୁଜିଲ୍ୟାଣ୍ଡ ପାକିସ୍ତାନକୁ ୯ୱିକେଟରେ ପରାସ୍ତ କରିଛି

Odisha Sports Bureau

ବାର୍ଷିକ ଅପଡେଟ୍ ଜାରି କରିଛି ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ ପରିଷଦ

Odisha Sports Bureau