Badminton

ଏସିୟା ଟ୍ରାଏଲରୁ ବାଦ ପଡିଲେ ସାଇନା

ଦୁଇଥର କମନୱେଲଥ ଗେମରେ ଚମ୍ପିଅନ ହୋଇଥିବା ସାଇନା ନେୱାଲ ଏସିୟା ଟ୍ରାଏଲରୁ ବାଦ ପଡିଛନ୍ତି ।ସାଇନା ଏହି ମ୍ୟାଚରୁ ବାଦ ପଡିଛନ୍ତି କାରଣ ସାଇନାଙ୍କୁ ବ୍ୟାଟିଙ୍ଗରେ ଆଘାତ ଲାଗିଥିବାରୁ ସେ ଏସିୟାନ ଚମ୍ପିଆନସିପରୁ ବାଦ ପଡିଛନ୍ତି ।ଜାନୁଆରୀରେ ବ୍ୟାଟମିଣ୍ଟନ ଏସିଆ ମିକ୍ସଡ ଟିମ ଚମ୍ପାଅନସିପରୁ ଓ କମନୱେଲଥ ଗେମରେ ମଧ୍ୟ ବାଦ ପଡିଛନ୍ତି ।
ବ୍ୟାଡମିଣ୍ଟନ ଆସୋସିଏସନ୍ ଅଫ ଇଣ୍ଡିଆ(ଈଇଓ) ଦ୍ୱାରା ଏହି ଟ୍ରାଏଲ ୪ରୁ ୭ ତାରିଖ ଯାଏ ଜୱାଲା ଗୁଟା ଏକାଡେମୀ ଅଫ ଏକ୍ସଲେନ୍ସ ରେ ଟିମ ଚୟନ କରାଯିବ । ଏହି ଟିମ ଆଗକୁ ଚାଇନାର ହଙ୍ଗଜୋରେ ସେପ୍ଟେମ୍ବର୨୩ରୁ ଅକ୍ଟେବର ୮ଯାଏ ମ୍ୟାଚ ଅନୁଷ୍ଠିତ ହେବ ।
ଏହି ତାଲିକାରୁ ସାଇନାଙ୍କ ଦେହଖରାପ ଥିବାରୁ ଏହି ତାଲିକାରୁ ବାଦ ପହିଛନ୍ତି ।ପୁରୁଷ ଯୋଡି କୁଶଲ ରାଜ ଏବଂ ପ୍ରକାଶ ରାଜ ଏହି ପରୀକ୍ଷାରୁ ବାଦ ପଡିଛନ୍ତି । ବ୍ୟାଡମିଣ୍ଟନ ଆସୋସିଏସନ୍ ଅଫ ଇଣ୍ଡିଆ ସେକ୍ରେଟେରୀ ସଞ୍ଜୟ ମିଶ୍ର ପିଟଇଆଇକୁ କହିଛନ୍ତି । ବାକି ଯେଉଁ ଖେଳାଳୀ ଅଛନ୍ତି ସେମାନଙ୍କୁ ଆମନ୍ତ୍ରିତ କରାଯାଇଛି ଏହି ଖେଳ ପାଇଁ ପ୍ରତି ଦ୍ୱନ୍ଦୀ କରିବେ । ବ୍ୟାଡମିଣ୍ଟନ ଆସୋସିଏସନ୍ ଅଫ ଇଣ୍ଡିଆ ତରଫରୁ କିଛି ଜଣଶଙ୍କୁ ଡାଇରେକ୍ଟ ସିଳେକ୍ଟ କରିଛନ୍ତି ।

Related posts

ବିବାହର ୭ ବର୍ଷ ପରେ ଛାଡ଼ପତ୍ର

ହଂକଂ ଓପନର ସେମିଫାଇନାଲରେ ଶ୍ରୀକାନ୍ତ

Odisha Sports Bureau

ଇଣ୍ଡୋନେସିଆ ଓପନ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ମହିଳା ଏକକ ବର୍ଗ ଫାଇନାଲରେ ସିନ୍ଧୁ