Cricket

ବଲିଉଡରେ ଡେବ୍ୟୁ କରିବେ ସ୍ପୋର୍ଟସ୍ ସେଲିବ୍ରିଟି ଶିଖର ଧାୱନ

(ମୁମ୍ବାଇ) : ସ୍ପୋର୍ଟସ୍ ସେଲିବ୍ରିଟି ଶିଖର ଧାୱନ ସବୁବେଳେ ନିଜର ନିଆରା ଷ୍ଟାଇଲ ପାଇଁ ଚର୍ଚାରେ ରହିଆସିଛନ୍ତି । ଆଇପିଏଲ୍ ୨୦୨୨ ରେ, ସେ ପଞ୍ଜାବ କିଙ୍ଗ୍ସ ଟିମ୍ ପାଇଁ ଖେଳୁଥିବା ନଜର ଆସିଛନ୍ତି। ଫିଲ୍ଟ ପରେ ଏବେ ବର୍ତ୍ତମାନ କ୍ୟାମେରା ଆଗରେ ନିଜର ଜଲୱା ଦେଖାଇବାକୁ ଯାଉଛନ୍ତି ଏହି ଖେଳାଳି । କ୍ରିକେଟ୍ ପିଚ୍ ରେ ନିଜର ଚମତ୍କାର ପ୍ରଦର୍ଶନ କରିବା ପରେ, ବର୍ତ୍ତମାନ ଶିଖର କ୍ୟାମେରା ଆଗରେ ନିଜର ଜଲୱା ଦେଖାଇବାକୁ ଯାଉଛନ୍ତି। ଭାରତୀୟ ଟିମ୍‌ର ‘ଗବର’ ବର୍ତ୍ତମାନ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। ସୂଚନାନୁଯାୟୀ, ଶିଖର କ୍ରିକେଟ୍ ପଡିଆ ବ୍ୟତୀତ ଏବେ ବଲିଉଡରେ ବି ଛକା ମାରିବାକୁ ପ୍ରସ୍ତୁତ। ତାଙ୍କୁ ଏକ ଫିଲ୍ମ ଅଫର୍ କରାଯାଇଛି। ଗବର କିଛି ସମୟ ପୂର୍ବରୁ ଫିଲ୍ମର ସୁଟିଂ ମଧ୍ୟ ଶେଷ କରିସାରିଛନ୍ତି। ତେବେ ଫିଲ୍ମର ଟାଇଟଲ୍ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ।

Related posts

ମାଲଦ୍ୱୀପ ବିବାଦରେ ପାକିସ୍ତାନ ଏଣ୍ଟ୍ରି; ଭାରତ ସପକ୍ଷରେ ବାହାରିଲେ ପୂର୍ବତନ ପାକ୍ କ୍ରିକେଟର

Odisha Sports Bureau

ନ୍ୟୁଜିଲାଣ୍ଡ ବିରୋଧରେ ଶୁଭମନଙ୍କ ବିସ୍ଫୋରକ ଦ୍ବିଶତକ

Odisha Sports Bureau

ଶତକ ହାସଲ ପରେ ୱାର୍ଣ୍ଣରଙ୍କ ‘ପୁଷ୍ପା’ ଷ୍ଟାଇଲ

Odisha Sports Bureau