Cricket

ଶିଖରଙ୍କ ନୂଆ ରେକର୍ଡ ବର୍ଷା

ବ୍ୟୁରୋ : ପଞ୍ଜାବର ଦମଦାର ଓପନର ବ୍ୟାଟ୍ସମ୍ୟାନ ଶିଖରଙ୍କ ନାମରେ ଗତ କାଲିj ୩ଟି ନୂଆ ରେକର୍ଡ ସ୍ଥାପନ ହୋଇଛି । ଚଳିତ ସିଜିନରେ ଶିଖର ୨୦୦ଟି ମ୍ୟାଚ ଖେଳିବାର ରେକର୍ଡ ସ୍ଥାପନ କରିଛନ୍ତି । କାଲି ଚେନ୍ନାଇ ବିପକ୍ଷ ମ୍ୟାଚରେ ଆଇପିଏଲର୨୦୦ତମ ମ୍ୟାଚ ଖେଳିଥିଲେ । ଏହା ବାଦ ସେ କାଲି ୬ହଜାର ରନ କ୍ଲବରେ ସାମିଲ ହୋଇଛନ୍ତି । ଦ୍ୱିତୀୟ ଖେଳାଳି ଭାବରେ ସେ ଏହି ରେକର୍ଡ ଅର୍ଜନ କରିଛନ୍ତି । ଏହା ପୂର୍ବରୁ ବିରାଟ କୋହଲି ୬ହଜାର ରନ ପୂରଣ କରିସାରିଛନ୍ତି । ଏହା ବାଦ ସେ ମ୍ୟାଚରେ ୧୧ ରନ କରିବା କ୍ଷଣି ଟି ଟ୍ୱେଣ୍ଟି କ୍ରିକେଟରେ ୯ହଜାର ରନ କ୍ଲବରେ ସାମିଲ ହୋଇଛନ୍ତି ।ପୂର୍ବରୁ ଏହି କ୍ଲବରେ ବିରାଟ କୋହଲି ଓ ହୋହିତ ଶର୍ମା ସାମିଲ ହୋଇଛନ୍ତି । ବିରାଟ, ରୋହିତ ଉଭୟ ଟି ଟ୍ୱେଣ୍ଟି ଫର୍ମାଟରେ ୧୦ହଜାର ରନ ପୂରଣ କରିଛନ୍ତି ।

 

Related posts

ପେଟା ଇଣ୍ଡିଆନ ପକ୍ଷରୁ କୋହଲିଙ୍କୁ ‘ପର୍ସନ ଅଫ ଦି ଇୟର’

Odisha Sports Bureau

ଆମେରିକାର ଦୃଷ୍ଟିବାଧିତ ଛାତ୍ରୀ ମାନଙ୍କୁ କ୍ରିକେଟ ଖେଳ ବିଷୟରେ ତାଲିମ ଦେବେ କୋରାପୁଟ ଫୁଅ

ଧୋନିଙ୍କ ପାଦ ଛୁଇଁ ସୋସିଆଲ ମିଡିଆରେ ଭାଇରଲ ହେଉଛନ୍ତ ବୈଭବ ସୂର୍ଯ୍ୟବଂଶୀ