Cricket

ଭାରତର ବିସ୍ଫୋରକ ବ୍ୟାଟିଂ : ଶ୍ରୀଲଙ୍କାକୁ ୩୫୮ ରନର ଟାର୍ଗେଟ

ଆଜି ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଥିବା ମ୍ୟାଚରେ ଟିମ ଭାରତର ଦମଦାର ବ୍ୟାଟିଙ୍ଗ ଦେଖିବାକୁ ମିଳିଥିଲା । ଏହି ମ୍ୟଚରେ ଶୁଭମନ ଗିଲ ୯୨ ଓ ବିରାଟ କୋହଲି ୮୮ ରନ କରିଥିବା ବେଳେ ଶ୍ରେୟାସ ଆୟର ୮୨ ରନ କରିଥିଲେ । ଫଳରେ ଭାରତ ୫୦ ଓଭରରେ ୮ ୱିକେଟ ହରାଇ ୩୫୭ ରନ କରିପାରିଛି । ସେହିପରି ରବିନ୍ଦ୍ର ଜାଡେଜା ୩୫ ରନ କରିଥିଲେ । ଆଜଦି ରୋହିତ ଶର୍ମାଙ୍କ ବ୍ୟାଟ ଫେଲ ମାରିଛି । ଏହି ମ୍ୟାଚରେ ଶ୍ରୀଲଙ୍କା ଟସ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା ।

Related posts

ଟି- ୨୦ ସିରିଜ୍‌ରୁ ବାଦ୍ ପଡିଲେ ଦକ୍ଷିଣ ଆଫ୍ରିକାର ଷ୍ଟାର ଖେଳାଳି ।

Odisha Sports Bureau

କ୍ରିକେଟକୁ ବାଏ ବାଏ କଲେ ବନିତା

Odisha Sports Bureau

ରୋହିତ ଶର୍ମାଙ୍କ ପ୍ରଦର୍ଶନ ନିରାଶ ଜନକ: ଗାଭାସ୍କର