Cricket

ଏସିଆ କପ୍‌ : ରବିବାର ଭାରତ-ପାକ୍‌ ଲଢ଼େଇ

ନୂଆଦିଲ୍ଲୀ : କଲମ୍ବୋରେ ରବିବାର ଭାରତ-ପାକ୍‌ ଲଢ଼େଇ ହେବ | କଲମ୍ବୋର ଆର୍‌ ପ୍ରେମାଦାସା ଷ୍ଟାଡିୟମ୍‌ରେ ଖେଳାଯିବାକୁ ଥିବା ଏସିଆ କପ୍‌ ସୁପର-୪ ମ୍ୟାଚ୍‌ ପୂର୍ବରୁ ଭାରତୀୟ ଖେଳାଳିମାନେ ଗୁରୁବାର ଇନ୍‌ଡୋରରେ ଅଭ୍ୟାସ କରିଛନ୍ତି। କଲମ୍ବୋରେ ପ୍ରବଳ ବର୍ଷା ହେଉଥିବାରୁ ନଣ୍ଡସ୍କ୍ରିପ୍ଟସ୍‌ କ୍ରିକେଟ୍‌ କ୍ଲବ୍‌ସ୍ଥିତ ଗାମିନି ଦିସାନାୟକ ଇ‌ନ୍‌ଡୋର କ୍ରିକେଟ୍‌ ନେଟ୍ସରେ ଭାରତୀୟ ଖେଳାଳିମାନେ ଅଭ୍ୟାସ କରିଥିଲେ। ରବିବାର କଲମ୍ବୋରେ ବର୍ଷା ହେବା ସମ୍ଭାବନା ୬୦ରୁ ୧୦୦ ପ୍ରତିଶତ ରହିଛି। ଏହି ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱିଙ୍କ ମ୍ୟାଚ ଦେଖିବାକୁ ପୁରା ବିଶ୍ୱ ବସି ଚାହିଁ ରହିଛନ୍ତି |

Related posts

ଆଜି ଆଇପିଏଲରେ ଦେଖିବାକୁ ମିଳିବ ଚେନ୍ନାଇ ଓ ଲକ୍ଷ୍ନୌ କଡ଼ା ମୁକାବିଲା

Odisha Sports Bureau

ଆଜି ରାଜସ୍ଥାନ ରୟାଲ୍ସ ଦିଲ୍ଲୀ କ୍ୟାପିଟାଲ ହାଇ ସ୍କୋରର ମ୍ୟାଚ୍

ଆଜି ରାଜସ୍ଥାନ ରୟାଲ୍ସ ଏବଂ ପଞ୍ଜାବ କିଙ୍ଗସ ମଧ୍ୟରେ ହେବ ଟକ୍କର