ଆଦିମ ଖେରଓ୍ବାଲ କ୍ଳବ୍ ଆନୁକୁଲ୍ୟରେ ୫୧ ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଓ ବାବୁଲ ନାଚ ଅନୁଷ୍ଠିତ
ମୟୂରଭଞ୍ଜ : ରାଇରଙ୍ଗପୁର ଵହଳଦା ବ୍ଳକ ଅନ୍ତର୍ଗତ ବଡପଳଶା ଗ୍ରାମର ଆଦିମ ଖେରଓ୍ବାଲ କ୍ଳବ୍ ଆନୁକୁଲ୍ୟରେ ୫୧ ତମ ବାର୍ଷିକ ୪ ଦୀବସୀୟ କ୍ରୀଡା ପ୍ରତିଯୋଗିତା ଏବଂ ଢାବୁଲ ନାଚ ମହାସମାରୋହରେ ଶନିବାର ଦିନ...