ଟି-୨୦ ବିଶ୍ୱକପ୍ରୁ ବାଂଲାଦେଶର ଓହରିବା ନେଇ ବିବାଦ, ବୟାନରେ ୟୁ-ଟର୍ଣ୍ଣରୁ ତିବ୍ର ହେଲା ରାଜନୈତିକ ଚର୍ଚ୍ଚା
ନୂଆଦିଲ୍ଲୀ: ୨୦୨୬ ଟି-୨୦ ବିଶ୍ୱକପ୍ରୁ ବାଂଲାଦେଶର ଓହରିଯିବା ପ୍ରସଙ୍ଗ ଏବେ କେବଳ କ୍ରୀଡ଼ା ମାତ୍ରରେ ସୀମିତ ରହିନାହିଁ। ଏହା ଧୀରେ ଧୀରେ ରାଜନୈତିକ ବୟାନବାଜିର ରୂପ ନେଇ ସମଗ୍ର ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଉଠିଛି।...
