Cricketଭାରତ ବନାମ ଈଣ୍ଡିଜ ଟି ୨୦- ରୋହିତଙ୍କ ନୂଆ ରେକର୍ଡ଼ କରିବା ସମ୍ଭାବନାOdisha Sports BureauNovember 6, 2018November 6, 2018 by Odisha Sports BureauNovember 6, 2018November 6, 20180492 ଅସ୍ଥାୟୀ ଅଧିନାୟକ ରୋହିତ ଶର୍ମାଙ୍କୁ ଏକ ନୂଆଁ ରେକର୍ଡ଼ ସ୍ଥାପନା କରିବା ପାଇଁ ୧୧ ରନ ଆବଶ୍ୟକ ଅଛି । ରୋହିତ ୮୫ ଟି ୨୦ ମ୍ୟାଚ୍ ରେ ୨୦୯୨ ରନ ସଂଗ୍ରହ କରିଛନ୍ତି...
Hockeyହକି ବିଶ୍ୱକପ୍- ବିଶୃଙ୍ଖଳା ସୃଷ୍ଟି ନ କରିବା ପାଇଁ ପାକିସ୍ଥାନର ଖେଳାଳିଙ୍କୁ ପ୍ରଶିକ୍ଷକଙ୍କ ଚେତାବନିOdisha Sports BureauNovember 5, 2018 by Odisha Sports BureauNovember 5, 20180784 ( ଓଡ଼ିଶାସ୍ପୋର୍ଟ): ଚଳିତ ମାସ ୨୮ ରୁ ଭୁବନେଶ୍ୱରରେ ହକି ବିଶ୍ୱକପ୍ ଅନୁଷ୍ଠିତ ହେବ । ବିଭିନ୍ନ ଦେଶର ହେଳାଣୀ ଏଥିରେ ଯୋଗଦେବେ । ବିଶେଷ କରି ଦୁଇ ପାରମ୍ପରିକ ଦଳ ଭାରତ ଓ...
Cricketଭାରତ ବନାମ ଇଣ୍ଡିଜ୍ – ଅଢ଼େଇ ଦଶକ ପରେ ଉତ୍ତର ପ୍ରଦେଶର ହେବ ଟି ୨୦ ମୁକାବିଲାOdisha Sports BureauNovember 5, 2018 by Odisha Sports BureauNovember 5, 20180930 (ଓଡ଼ିଶାସ୍ପୋର୍ଟ): ଦୀର୍ଘ ୨୪ ବର୍ଷ ପରେ ଅବଧ ଦୀପାବଳି ପୂର୍ବ ସନ୍ଦ୍ୟାରେ ଲଖନଉ କ୍ରିକେଟ ଷ୍ଟାଡ଼ିୟମ୍ରେ ଛକା ଚୌକା ଦେଖିବାକୁ ମିଳିବ । ଉତ୍ତର ପ୍ରଦେଶର ରାଜଧାନୀର ନୂଆ ନଭେଲ ଇଳାନା ଇଣ୍ଟରନ୍ୟାସନାଲ ଷ୍ଟାଡ଼ିୟମ୍ରେ...
Cricket୩୦ ବର୍ଷରେ ପାଦଥାପିଲେ ବିରାଟOdisha Sports BureauNovember 5, 2018November 5, 2018 by Odisha Sports BureauNovember 5, 2018November 5, 20180781 ( ଓଡ଼ିଶାସ୍ପୋର୍ଟ): ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ଆଜି ଜନ୍ମଦିନ । ଆଜି ସେ ୩୦ ବର୍ଷରେ ପାଦ ଥାପିଛନ୍ତି । ୧୮ ନମ୍ବର ଜର୍ସି ପିନ୍ଧୁଥିବା ଅଧିନାୟକ ବିରାଟ ୨୦୧୮...
More Sportsଶେଷ ହେଲା ସ୍ପୋର୍ଟ୍ସ ଲିଟେରାରୀ ଫେଷ୍ଟିଭାଲOdisha Sports BureauNovember 3, 2018 by Odisha Sports BureauNovember 3, 20180701 (ଆଦର୍ଶ ରାଉତ) ଓଡିଶା ସରକାରଙ୍କ କ୍ରୀଡା ଓ ଯୁବସେବା ବିଭାଗର ମିଳିତ ଆନୁକୁଲ୍ୟରେ ଓଡିଶାରେ ଦୁଇ ଦିନ ଧରି ପ୍ରଥମଥର ପାଇଁ ଅନୁଷ୍ଠିତ ହୋଇଥିବା ଏକାମ୍ର ସ୍ପୋର୍ଟ୍ସ ଲିଟେରାରୀ ଫେଷ୍ଟିଭାଲ ଆଜି ଶେଷ ହୋଇଛି...
Swimmingକଳିଙ୍ଗ ଷ୍ଟାଡିୟମରେ ପିଲାମାନଙ୍କୁ ପହଁରା ଶିଖେଇଲେ ଷ୍ଟେପିନ ରାଇସOdisha Sports BureauNovember 3, 2018 by Odisha Sports BureauNovember 3, 20180786 (ଆଦର୍ଶ ରାଉତ): ଭୂବନେଶ୍ୱର ରେ ଦୁଇଦିନ ଧରି ଚାଲିଥିବା ଷ୍ପୋର୍ଟସ ଲିଟେରାରୀ ଫେଷ୍ଟିଭାଲ – ଏକାମ ଷ୍ପୋର୍ଟସ ଲିଟେରାରୀ ଫେଷ୍ଟିଭାଲ କୁ ଯୋଗ ଦେବାକୁ ଆସିଥିବା ସୁଇମିଙ୍ଗ ରେ ୩ଥର ଓଲିମ୍ପିକ ରେ ଗୋଲ୍ଡ...
Hockeyଆରମ୍ଭ ହେଲା ସ୍ପୋର୍ଟ୍ସ ଲିଟେରାରୀ ଫେଷ୍ଟିଭାଲ, ଉଦ୍ଦଘାଟନ କଲେ ମୁଖ୍ୟମନ୍ତ୍ରୀOdisha Sports BureauNovember 2, 2018 by Odisha Sports BureauNovember 2, 20180916 ଆରମ୍ଭ ହେଲା ଏକାମ୍ର ସ୍ପୋର୍ଟ୍ସ ଲିଟେରାରୀ ଫେଷ୍ଟିଭାଲ । ମୁଖ୍ୟମନ୍ତ୍ରୀ ଏହି ମେଗା କାର୍ୟ୍ୟକ୍ରମର ଉଦ୍ଦଘାଟନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଫେଷ୍ଟିଭାଲକୁ ଉଦଘାଟନ କରି କହିଛନ୍ତି ଏହା ଲୋକଙ୍କ ମନରେ ଖେଳ ପ୍ରତି ସ୍ୱତନ୍ତ୍ର...
Cricket୪ର୍ଥ ଦିନିକିଆରେ ରେକର୍ଡ ଭାଙ୍ଗିଲେ ରୋହିତ-ଧୱାନ ଯୋଡିOdisha Sports BureauOctober 29, 2018 by Odisha Sports BureauOctober 29, 20180667 ଇଣ୍ଡିଜ୍ ବିପକ୍ଷ ବ୍ରାବୋର୍ଣ୍ଣ ଷ୍ଟାଡିୟମରେ ଚାଲିଥିବା ୪ର୍ଥ ଦିନିକିଆରେ ରୋହିତ ଶର୍ମା ଓ ଶିଖର ଧୱନ୍ ଏକ ବିରଳ ରେକର୍ଡ ସୃଷ୍ଟି କରିଛନ୍ତି। ରୋହିତ-ଧୱନ ଯୋଡ଼ି ଭାରତର ଦ୍ୱିତୀୟ ସଫଳତମ ଓପନିଂ ଯୋଡ଼ି ହେବାର...
Cricketଟେଷ୍ଟ ଟିମ୍ରେ ରୋହିତଙ୍କୁ ସାମିଲ ନେଇ ଉଠିଲା ପ୍ରଶ୍ନ ……Odisha Sports BureauOctober 29, 2018 by Odisha Sports BureauOctober 29, 20180829 (ରିପୋର୍ଟସଟୁଡେ): ଆସନ୍ତା ମାସରେ ଅଷ୍ଟ୍ରେଲିଆ ଗସ୍ତରେ ଯିବ ଭାରତ। ଏହି ଗସ୍ତ ବେଳେ ଭାରତ ଘରୋଇ ଟିମ୍ ସହିତ ତିନିଟି ଟି-ଟ୍ୱେଣ୍ଟି, ଚାରୋଟି ଟେଷ୍ଟ୍ ଓ ତିନିଟି ଦିନିକିଆ ମ୍ୟାଚ୍ ଖେଳିବ। ଟି-ଟ୍ୱେଣ୍ଟି ଓ...
Cricketଆଜି ଭାରତ – ଇଣ୍ଡିଜ୍ ମଧ୍ୟରେ ଚତୁର୍ଥ ଦିନିକିଆOdisha Sports BureauOctober 29, 2018October 29, 2018 by Odisha Sports BureauOctober 29, 2018October 29, 20180559 ଭାରତ ଏବଂ ଇଣ୍ଡିଜ୍ ମଧ୍ୟରେ ଚାଲିଥିବା ୫୫ ଟିକିଆ ଟେଷ୍ଟ ସିରଜର ଚତୁର୍ଥ ମ୍ୟାଚ୍୍ ଆଜି ମୁମ୍ବାଇର ବ୍ରେରାନ୍ନ ଷ୍ଟାଡ଼ିୟମରେ ଖେଳାଯିବ । ଗୌହାଟୀରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ ଭାରତ ବିଜୟୀ ହୋଇଥିବା ବେଳେ...