ବ୍ରିଜଭୂଷଣ ମାମଲାରେ ଜୁନ ୧୫ ସୁଦ୍ଧା ଶେଷ ହେବ ତଦନ୍ତ: କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର
କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁରଙ୍କ ସହ କୁସ୍ତିଯୋଦ୍ଧାଙ୍କ ଆଲୋଚନା ପରେ ଅନ୍ଦୋଳନକୁ କିଛି ଦିନ ପାଇଁ ସ୍ଥଗିତ ରଖିଛନ୍ତି କୁସ୍ତିଯୋଦ୍ଧା । କ୍ରୀଡ଼ାମନ୍ତ୍ରୀଙ୍କ ସହିତ ହୋଇଥିବା ୫ ଘଣ୍ଟାର ଏହି ଆଲୋଚନାରେ ୫ଟି ଦାବି ରଖିଛନ୍ତ...