ପ୍ରେମିକା ମଥାରେ ସିନ୍ଦୁର ଦେଲେ ଦୂତୀ : ଇଣ୍ଡିଆ ଟୁଡେ ମାଗାଜିନର କଭର ପେଜରେ ପ୍ରକାଶ ପାଇଲା ଚିତ୍ର
ଭୁବନେଶ୍ୱର : ଦୌଡରାଣୀ ଦୂତୀ ଚାନ୍ଦ ସବୁବେଳେ ତାଙ୍କ ଖେଳ ଓ ସମଲିଙ୍ଗୀ ପ୍ରେମ ସମ୍ପର୍କକୁ ନେଇ ବେଶ ଚର୍ଚ୍ଚାରେ ରହିଥାନ୍ତି | ଆଉ ଏହାରି ଭିତରେ ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେଏହାର ମାଗାଜିନର କଭର...