Cricketମାହିଙ୍କ ଟ୍ୱିଟର ଆକାଉଣ୍ଟରୁ ହଟିଲା ବ୍ଲୁ ଟିକOdisha Sports BureauAugust 6, 2021 by Odisha Sports BureauAugust 6, 20210140 ନୂଆଦିଲ୍ଲୀ(ଓଡିଶା ସ୍ପୋର୍ଟସ): ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ବିରୁଦ୍ଧରେ ଟ୍ୱିଟର ନେଇଛି ବଡ ପଦକ୍ଷେପ । ଧୋନୀଙ୍କ ଆକାଉଣ୍ଟରୁ ବ୍ଲୁ ଟିକ ହଟାଇ ଦେଇଛି ଟ୍ୱିଟର । ଦୀର୍ଘ...
Cricketକ୍ଲିନ ସ୍ୱିପ ଟାର୍ଗେଟରେ ଭାରତOdisha Sports BureauJuly 23, 2021July 23, 2021 by Odisha Sports BureauJuly 23, 2021July 23, 20210320 କଲମ୍ବୋ(ଓଡିଶା ସ୍ପୋର୍ଟସ): ଭାରତ ଶ୍ରୀଲଙ୍କା ବିପକ୍ଷ ସିରିଜରେ ପ୍ରଥମ ଥର ପାଇଁ ଟସ ଜିତିଛି ଭାରତୀୟ ଦଳ । ଏଥି ସହ ଦିନିକିଆରେ ପ୍ରଥମ ଥର ପାଇଁ ଅଧିନାୟକ ଭାବେ ଟସ ଜିତିଛନ୍ତି ଶିଖର...
Cricketପ୍ରେମଦାସା ଷ୍ଟାଡିୟମରେ ଦୀପକ ଝଡOdisha Sports BureauJuly 21, 2021July 21, 2021 by Odisha Sports BureauJuly 21, 2021July 21, 20210156 କଲମ୍ବୋ(ଓଡିଶା ସ୍ପୋର୍ଟସ): ଭାରତ ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଦିନିକିଆରେ ବିଜୟ ହାସଲ କରିଛି ଭାରତ । ଏଥି ସହ ସିରିଜକୁ ମଧ୍ୟ ନିଜ ନାମରେ କରି ନେଇଛି ଶିଖର ସେନା । ଏହି ବିଜୟର...
Cricketଭାରତୀୟ କ୍ରିକେଟ ପାଇଁ ଐତିହାସିକ ଦିନOdisha Sports BureauJuly 20, 2021 by Odisha Sports BureauJuly 20, 20210146 ନୂଆଦିଲ୍ଲୀ(ଓଡିଶା ସ୍ପୋର୍ଟସ): ଭାରତୀୟ କ୍ରିକେଟ ଇତହିହାସର ଆଜି ହେଉଛି ଏକ ଐତିହାସିକ ଦିନ । ଆଜି ଗୋଟିଏ ଦିନରେ ଭାରତର ଦୁଇଟି ଦଳ ଦୁଇଟି ସ୍ଥାନରେ ଦୁଇ ଅଲଗା ପ୍ରତିଦ୍ୱନ୍ଦୀ ବିପକ୍ଷରେ ମ୍ୟାଚ ଖେଳିବ...
Cricketଭାରତୀୟ ଖେଳାଳୀଙ୍କୁ କୋରୋନାOdisha Sports BureauJuly 15, 2021 by Odisha Sports BureauJuly 15, 20210220 ଲଣ୍ଡନ(ଓଡିଶା ସ୍ପୋର୍ଟସ): ଭାରତ-ଇଂଲଣ୍ଡ ସିରିଜ ପୂର୍ବରୁ ଭାରତୀୟ ଦଳର ଜଣେ ଖେଳାଳୀ କୋରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ତେବେ ଆକ୍ରାନ୍ତ ହୋଇଥିବା ଖେଳାଳୀଙ୍କ ନାମ ଏ ପର୍ଯ୍ୟନ୍ତ ଘୋଷଣା କରାଯାଇନାହିଁ ।...
Cricket୨୦୨୨ IPL ସିଜନକୁ ନେଇ ରୈନାଙ୍କ ଖୁଲାସାOdisha Sports BureauJuly 10, 2021 by Odisha Sports BureauJuly 10, 20210345 ନୂଆଦିଲ୍ଲୀ(ଓଡିଶା ସ୍ପୋର୍ଟସ): ଆଇପିଏଲ ୨୦୨୨କୁ ନେଇ ଚର୍ଚ୍ଚା ଜୋର ଧରିବାକୁ ଲାଗିଲାଣି । ଏହି ସିଜନରେ ୮ ବଦଳରେ ୧୦ଟି ଟିମ ଖେଳିବାକୁ ଯାଉଛନ୍ତି । ଏ ନେଇ ଖେଳାଳୀମାନଙ୍କ ମଧ୍ୟରେ ଉତ୍ସାହ ମଧ୍ୟ...
Cricketକ୍ରିକେଟ ପରେ ଶିକ୍ଷକ ହେବେ ଧୋନୀOdisha Sports BureauJuly 8, 2021 by Odisha Sports BureauJuly 8, 20210357 ରାୟପୁର(ଓଡିଶା ସ୍ପୋର୍ଟସ): କ୍ରିକେଟରୁ ଅବସର ନେବା ପରେ ଏବେ ଶିକ୍ଷକ ହେବାକୁ ମନ ବଳାଇଛନ୍ତି କିମ୍ବଦନ୍ତୀ କ୍ରିକେଟର ତଥା ପୃତିବୀର ସଫଳତମ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ । କ୍ରିକେଟରେ ତାଙ୍କୁ ଅନେକ ଯୁବ...
Cricketଭାରତ-ଶ୍ରୀଲଙ୍କା ସିରିଜ ଭିତରେ ପଶିଲା ଇଂଲଣ୍ଡOdisha Sports BureauJuly 7, 2021 by Odisha Sports BureauJuly 7, 20210141 ନୂଆଦିଲ୍ଲୀ(ଓଡିଶା ସ୍ପୋର୍ଟସ): ଭାରତ ଏବଂ ଶ୍ରୀଲଙ୍କା ସିରିଜକୁ ନେଇ ବଢିଲା ଆଶଙ୍କା । ଇଂଲଣ୍ଡ ଦଳର ୭ ଜଣ ସଦସ୍ୟ କୋରୋନା ଆକ୍ରାନ୍ତ ହେବା ପରେ ଏହି ସିରିଜ ଉପରେ କଳା ବାଦଲ ଛାଇ...
Cricketସରିଲା କ୍ୱାରାଣ୍ଟାଇନ, ଆରମ୍ଭ ହେଲା ଅଭ୍ୟାସOdisha Sports BureauJuly 3, 2021 by Odisha Sports BureauJuly 3, 20210363 କଲମ୍ବୋ(ଓଡିଶା ସ୍ପୋର୍ଟସ): ଆସନ୍ତା ଜୁଲାଇ ୧୩ରୁ ଆରମ୍ଭ ହେବାକୁ ଯାଉଛି ଭାରତ ଶ୍ରୀଲଙ୍କା ସିରିଜ । ଶିଖର ଧୱନଙ୍କ ଅଧିନାୟକତ୍ୱରେ ଦଳ ପ୍ରସ୍ତୁତ ହୋଇଛି ଶ୍ରୀଲଙ୍କା ବପକ୍ଷରେ ଲଢେଇ କରିବା ପାଇଁ । ସେଥିପାଇଁ...
Cricketଶ୍ରୀଲଙ୍କା ସିରିଜ ପୂର୍ବରୁ ଧୱନ-ଭୁବିଙ୍କ ଭିତରେ ଲଢେଇOdisha Sports BureauJune 26, 2021June 26, 2021 by Odisha Sports BureauJune 26, 2021June 26, 20210154 ନୂଆଦିଲ୍ଲୀ(ଓଡିଶା ସ୍ପୋର୍ଟର୍ସ): ଶ୍ରୀଲଙ୍କା ବିପକ୍ଷରେ ଭାରତ ସିରିଜ ପୂର୍ବରୁ ବିସିସିଆଇ ଶେୟର କରିଛି ଭାରତର ଦୁଇ ପ୍ରମୁଖ ଖେଳାଳୀଙ୍କ ଫଟୋ । ଅଧିନାୟକ ଶିଖର ଧୱନ ଏବଂ ଉପ ଅଧିନାୟକ ଭୁବନେଶ୍ୱର କୁମାରଙ୍କ ମଧ୍ୟରେ...