Cricketକିଛି କ୍ଷଣ ପରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସହିତ ଚେନ୍ନାଇ ସୁପର କିଙ୍ଗସ ମୁହାଁମୁହିଁOdisha Sports BureauMay 4, 2022 by Odisha Sports BureauMay 4, 20220140 ମୁମ୍ବାଇ: ଆଇପିଏଲ୍ ୨୦୨୨ର ୪୯ ତମ ମ୍ୟାଚରେ ଆଜି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସହିତ ଚେନ୍ନାଇ ସୁପର କିଙ୍ଗସ ମୁହାଁମୁହିଁ ହେବ |ଆଉ କିଛି ସମୟ ପରେ ଉଭୟ ଦଳ ମଧ୍ୟରେ ଏହି ମ୍ୟାଚ୍...
Cricketମୁହାଁମୁହିଁ ହେବେ ପଞ୍ଜାବ କିଙ୍ଗ୍ସ ଓ ଗୁଜରାଟ ଟାଇଟନ୍ସ : ଜିତ୍ ସାଙ୍ଗକୁ କନଫର୍ମ ହେବ ପ୍ଲେ-ଅଫ୍ ଟିକେଟOdisha Sports BureauMay 3, 2022 by Odisha Sports BureauMay 3, 20220140 ମୁମ୍ବାଇ: ଆଜି ଆଇପିଏଲ୍ର ୪୮ତମ ଲିଗ୍ ମୁକାବିଲାରେ ମୁହାଁମୁହିଁ ହେବେ ପଞ୍ଜାବ କିଙ୍ଗ୍ସ ଓ ଗୁଜରାଟ ଟାଇଟନ୍ସ । ଏହି ମ୍ୟାଚ୍ ଜିତିଲେ ଟାଇଟନ୍ସ ପ୍ରଥମ ଦଳ ଭାବେ ପ୍ଲେ-ଅଫ୍ରେ ପ୍ରବେଶ କରିବ ।...
Cricketଆଇପିଏଲରେ ଆଜି ରାଜସ୍ଥାନ ରୟାଲ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ କଡ଼ା ଟକ୍କରOdisha Sports BureauApril 5, 2022 by Odisha Sports BureauApril 5, 20220281 ମୁମ୍ବାଇ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୧୫ ତମ ସିଜନର ୧୩ ତମ ମ୍ୟାଚ୍ ଆଜି ଖେଳାଯିବ | ଏହି ମ୍ୟାଚ୍ ରାଜସ୍ଥାନ ରୟାଲ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ହେବ |...
Cricketବିଜୟ ପରେ ବି ଶୀର୍ଷରେ ପହଞ୍ଚି ପାରିଲାନି ଆରସିବି , ଜାଣନ୍ତୁ ପଏଣ୍ଟ ଟେବୁଲରେ ଦଳର ସ୍ଥିତି …Odisha Sports BureauMarch 31, 2022March 31, 2022 by Odisha Sports BureauMarch 31, 2022March 31, 20220352 ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୨ରେ ବୁଧବାର ଦିନ ଏକ ଦମଦାର ମ୍ୟାଚ୍ ଦେଖିବାକୁ ମିଳିଥିଲା | ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଚଳିତ ବର୍ଷ ସିଜିନର ପ୍ରଥମ ବିଜୟ ଦଳ ହୋଇଥିବା ସମୟରେ...