Tag : IPL2021

Cricket

ଆଇପିଏଲକୁ ଫେରିଲା ସୁପର ଜିଆଣ୍ଟ୍ସ

Odisha Sports Bureau
ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମୟର ଲିଗକୁ ଫେରିଛି ସୁପର ଜିଆଣ୍ଟସ । ଚଳିତବର୍ଷ ନୂଆ କରି ସାମିଲ ହୋଇଛି ଦୁଇ ଦଳ ଲକ୍ଷେ୍ନø ଏବଂ ଅହମ୍ମଦାବାଦ । ଏମାନଙ୍କ ମଧ୍ୟରୁ ଲକ୍ଷେ୍ନø ନିଜ ନାମରେ ସୁପର...
Cricket

ରାହୁଲଙ୍କୁ ମିଳିଲା ନୂଆ ପରିବାର

Odisha Sports Bureau
ନୂଆଦିଲ୍ଲୀ: ଆଇପିଏଲ ୨୦୨୨ ପାଇଁ ଆରମ୍ଭ ହୋଇଯାଇଛି ଅଙ୍କକଷା । ମେଗା ନିଲାମ ପୂର୍ବରୁ ଅହମ୍ମଦାବାଦ ୩ ଜଣ ଖେଳାଳୀଙ୍କୁ ଦଳରେ ସାମିଲ କରିଛି । ଏବେ ଲକ୍ଷେ୍ନø ମଧ୍ୟ ଦଳର ପ୍ରଥମ ୩...
Cricket

ଅହମ୍ମଦାବାଦରେ ସାମିଲ ହେଲେ ଦୁର୍ଦ୍ଦାନ୍ତ ଖେଳାଳି

Odisha Sports Bureau
ନୂଆଦିଲ୍ଲୀ: ଆଗାମୀ ଆଇପିଏଲ ସିଜନ ପାଇଁ ଅହମ୍ମଦାବଦ ରିଟେନ କରିଛି ନିଜର ପ୍ରଥମ ୩ ପସନ୍ଦ ଖେଳାଳି । ପ୍ରଥମ ଦୁଇ ଖେଳାଳିଙ୍କୁ ୧୫ କୋଟି ଟଙ୍କାରେ ଦଳରେ ସାମିଲ କରିଥିବା ବେଳେ ତୃତୀୟ...
Cricket

ଭିଭୋ IPL ହେଲା ଟାଟା IPL

Odisha Sports Bureau
ନୂଆଦିଲ୍ଲୀ: ଆଇପିଏଲ ୨୦୨୧ ସହ ଶେଷ ହୋଇଛି ଭିଭୋର ଯାତ୍ରା । ଫଟାଫଟ କ୍ରିକେଟର ସବୁଠୁ ବଡ ଟୁର୍ଣ୍ଣାମେଣ୍ଟକୁ ମିଳିଛି ନୂଆ ମୁଖିଆ । ବଦଳଯିବ ସ୍ପନସର ନାଁ । ଭିଭୋ ଜାଗାରେ ରହିବ...
Cricket

ମଇଦାନକୁ ଫେରିବ ସେହୱାଗ-ଯୁବରାଜଙ୍କ ଯୋଡି

Odisha Sports Bureau
ନୂଆଦିଲ୍ଲୀ: ଅବସର ପରେ ପୁଣି ଥରେ ମଇଦାନକୁ ଫେରିବେ ଭାରତର ଷ୍ଟାର ଖେଳାଳୀ ବିରେନ୍ଦ୍ର ସେହୱାଗ ଏବଂ ଯୁବରାଜ ସିଂହ । ପୁଣି ପଡିଆରେ ଦେଖିବାକୁ ମିଳିବ ଛକା-ଚୌକାର ଧମାକା । କ୍ରିକେଟର ବିସ୍ଫୋରକ...
Cricket

ଓଡିଆ ଖେଳାଳିଙ୍କ ଉପରେ ଧୋନୀଙ୍କ ନଜର 

Odisha Sports Bureau
ଭୁବନେଶ୍ୱର: ଓଡିଆ ପୁଅଙ୍କୁ ମିଳିପାରେ ଆଇପିଏଲର ଟିକେଟ । ଆସନ୍ତା ବର୍ଷ ଆଇପିଏଲରେ ନଜର ଆସି ପାରନ୍ତି ଓଡିଶା ଦଳର ୟଙ୍ଗ ଷ୍ଟାର । ମେଗା ଅକ୍ସନରେ ମିଳିପାରେ ମୌକା । ୨୦୨୧ର ଚମ୍ପିଆନ...
Cricket

୨୦୨୨ରେ ହରଭଜନଙ୍କ ନୂଆ ଅବତାର

Odisha Sports Bureau
ନୂଆଦିଲ୍ଲୀ: ଭାରତର ପୂର୍ବତନ ଅଫ ସ୍ପିନର ହରଭଜନ ସିଂହ ନେଇ ପାରନ୍ତି ନୂଆ ରୂପ । ଆଗାମୀ ଆଇପିଏଲରେ ସେ ଜଣେ ଖେଳାଳୀ ଭାବେ ନୁହେଁ ବରଂ ଅନ୍ୟ ଏକ ଦାୟିତ୍ୱରେ ନଜର ଆସିପାରନ୍ତି...
Cricket

ଜାଡେଜାଙ୍କୁ ମିଳିପାରେ ବଡ ଦାୟିତ୍ୱ

Odisha Sports Bureau
ଚେନ୍ନାଇ: ଆଇପିଏଲ-୨୦୨୨ ମେଗା ଅକ୍ସନ ପୂର୍ବରୁ ସମସ୍ତ ଟିମ ଘୋଷଣା କରିଛନ୍ତି ନିଜ ନିଜର ରିଟେନସନ ଲିଷ୍ଟ । ଗତ ସିଜନର ଚମ୍ପିୟାନ ଚେନ୍ନାଇ ସୁପର କିଙ୍ଗସ ମଧ୍ୟ ୪ ଜଣ ପୁରୁଣା ଖେଳାଳୀଙ୍କୁ...
Cricket

ହାତ ଛାଡିଲା ମୁମ୍ବାଇ; କାହାର ହେବେ ହାର୍ଦ୍ଦିକ ?

Odisha Sports Bureau
ନୂଆଦିଲ୍ଲୀ: ଆଇପିଏଲ ୨୦୨୨ ପୂର୍ବରୁ ଟିମ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଲାଗିଛି ଆଉ ଏକ ଶକ୍ତ ଝଟକା । ଟିମ ଇଣ୍ଡିଆ ପରେ ମୁମ୍ବାଇ ଇଣ୍ଡିଆନ୍ସ ଦଳରୁ ମଧ୍ୟ ସ୍ଥାନ ହରାଇଛନ୍ତି...
Cricket

୨୦୨୨ରେ ବିରାଟଙ୍କୁ ଟପିବେ ରାହୁଲ

Odisha Sports Bureau
ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ ବା ଆଇପିଏଲରେ ହେବାକୁ ଯାଉଛି ମେଗା ଅକ୍ସନ । ୨୦୨୨ ସିଜନରେ ଯୋଡି ହେବେ ଦୁଇ ନୂଆ ଟିମ ଲକ୍ଷେ୍ନø ଏବଂ ଅହମ୍ମଦାବାଦ । ଏହି ସମୟରେ ପଞ୍ଜାବ...